ଭିଜିଲାନ୍ସ ଜାଲରେ ସହକାରୀ କନିଷ୍ଠ ଯନ୍ତ୍ରୀ !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭିଜିଲାନ୍ସ ଜାଲରେ ସହକାରୀ କନିଷ୍ଠ ଯନ୍ତ୍ରୀ l ଦୀର୍ଘ ଦିନର ନୀରବତା ପରେ ଜୟପୁର ଭିଜିଲାନ୍ସ ଆକ୍ସନ ମୋଡ଼ କୁ ଚାଲି ଆସିଥିବା ବେଳେ ଏବେ କୋଟପାଡ଼ ବ୍ଲକ ର ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ସେଠି ଭିଜିଲାନ୍ସ ପଞ୍ଚାରେ ପଡିଛନ୍ତି l ତାଙ୍କ ଘର ସମେତ ଏକା ଥରକେ ସାତ ଟି ଜାଗା ରେ ଭିଜିଲାନ୍ସ ରେଡ଼ କରିଥିବା ବେଳେ ଵର୍ତମାନ ସୁଦ୍ଧା ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ତିନି ତୋଳା ସୁନା ଏବଂ କିଛି ଚାଷ ଜମି ଥିବା ଜଣାପଡିଛି ! ସବୁଠୁ ବଡ଼ କଥା ହେଲା ଦୁଇ ଦିନ ତଳେ ଜଣେ ମହିଳା ଆରଆଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ବେଳେ ଏବେ ସହକାରୀ ଯନ୍ତ୍ରୀ ଧରା ପଡିବା ଜିଲ୍ଲା ରେ ଆଲୋଡନ ସୃଷ୍ଟି କରିଛି l

Leave a Reply

Your email address will not be published. Required fields are marked *