ପାରଳା ରାଜଦାଣ୍ଡରେ ଜବରଦଖଲ ଉଚ୍ଛେଦ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳା ରାଜଦାଣ୍ଡରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଦ୍ବିତୀୟ ଦିନରେ ! ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ରାଜଦ।ଣ୍ଡ ଠାରେ ଜବରଦଖଲ ଉଚ୍ଛେଦ ଚାଲିଛି । ଆଗକୁ ରଥ ଯାତ୍ରା ରହିଛି , ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହି ଉଚ୍ଛେଦ ଚାଲିଛି । ଯେପରି ଭକ୍ତ ଆସିବେ , ସୁରୁଖୁରୁରେ ଠାକୁର ଦର୍ଶନ କରିବେ । ଉଛେଦ ସମୟରେ ତହସିଲଦାର ନାରାୟଣ ବେହେର।, ଉପ ଜିଲ୍ଲାପାଳ ଅନୁପ ପଣ୍ଡା, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ !

Leave a Reply

Your email address will not be published. Required fields are marked *