ଗଣଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ରଂଣହୁଙ୍କାର ଦେଲା କୋରାପୁଟ ଜିଲ୍ଲା ଯୁବ ବିଜେଡି !!!

Spread the love

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଣଶିକ୍ଷା ମନ୍ତ୍ରୀ ଓ ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ରଂଣହୁଙ୍କାର ଦେଲା କୋରାପୁଟ ଜିଲ୍ଲା ଯୁବ ବିଜେଡି l ଆଜି କୋରାପୁଟ ଜିଲ୍ଲା ଯୁବ ବିଜେଡି ତରଫରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ଅଫିସ ସାମ୍ନା ରେ ରାଜ୍ୟ ସରକାର ଓ ରାଜ୍ୟ ଗଣ ଶିକ୍ଷା ମନ୍ତ୍ରୀ ଙ୍କ ବିରୁଦ୍ଧରେ ରଂଣହୁଙ୍କାର ଦିଆଯାଇଥିଲା ! ଦଳ ଅଭିଯୋଗ କରିଛି ଯେ ପିଲାଙ୍କ ଭବିଷ୍ୟତ ସହ ସରକାର ଯେଉଁ ଖେଳ ଖେଳୁଛନ୍ତି ତାହାକୁ ଦଳ କେବେ ବି ସହ୍ୟ କରିବ ନାହିଁ ! ବରଂ ଆଗାମୀ ଭବିଷ୍ୟତ ରେ ଦଳ ଏହା ବିରୁଦ୍ଧରେ ଦରକାର ପଡିଲେ ରଣହୁଙ୍କାର ଦେବ , କେବଳ ସେତିକି ନୁହଁ ଦଳର ରାଜ୍ୟ ନେତ୍ରୀ ଇପିସ୍ଟିତା କହିଛନ୍ତି ପିଲା ଙ୍କ ଭବିଷ୍ୟତ ସହ ଖେଳ ଖେଳିବା କାହାର ବି ଅଧିକାର ନାହିଁ ! ଏହି ପ୍ରତିବାଦ ସଭାରେ ଦଳ ର ତୁଙ୍ଗ ନେତା ନେତ୍ରୀ ଛାମୁଆ ନେତାଙ୍କ ସମେତ ଦଳର ଯୁବ ସଭାପତି ସାମିଲ ହୋଇଥିଲେ l

Leave a Reply

Your email address will not be published. Required fields are marked *