ଦୁର୍ଘଟଣାରେ ଆହତ ହୋଇ ଓମଫେଡ ଡାଏରୀ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି : ଉପରିସ୍ଥ ଅଧିକାରୀଙ୍କ ଦେଖା ନାହିଁ !!!

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଦୁର୍ଘଟଣାରେ ଆହତ ହୋଇ ଓମଫେଡ ଡାଏରୀ କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି , ଉପରିସ୍ଥ ଅଧିକାରୀଙ୍କ ଦେଖା ନାହିଁ ! ଅରିଲୋ , ନରାଜ ରେ ଅବସ୍ଥିତ ଓମଫେଡ ଡାଏରୀ ରେ କାର୍ଯ୍ୟରତ ଏପୁ ପଣ୍ଡା ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ! ମିଲ୍କ ପାଉଡର ବିଭାଗରେ କାର୍ଯ୍ୟ କରୁଥିବା ସମୟରେ କୈଣସି ପ୍ରକାର ଦୁର୍ଘଟଣାର ସମ୍ମୁଖୀନ ହୋଇ ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛି । ସହଯୋଗୀଙ୍କ ଦ୍ଵାରା ଚିକିତ୍ସାଳୟ ରେ ଭର୍ତ୍ତି ହୋଇ ବହୁତ ସଙ୍କଟାପର୍ଣ୍ଣ ଅବସ୍ଥା ଦେଇ ଗତି କରୁଛନ୍ତି ! ହେଲେ କୈଣସି ଉପରିସ୍ଥ ଅଧିକାରୀଙ୍କ ଦେଖା ନାହିଁ ବୋଲି ଆହତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି !

Leave a Reply

Your email address will not be published. Required fields are marked *