ପିଲାଙ୍କ ଅଙ୍କୁର ପତ୍ରିକାର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପିଲାଙ୍କ ଅଙ୍କୁର ପତ୍ରିକାର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ! ରାଜଧାନୀ ଗୀତ ଗୋବିନ୍ଦ ସଦନରେ ପିଲାଙ୍କ ଅଙ୍କୁର ଶିିଶୁ ପତ୍ରିକା ର ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ଆୟୋଜିତ ହୋଇଯାଇଛି ! ଉତ୍କର୍ଷ ପ୍ରତିଭା ପ୍ରଦର୍ଶନ କରିଥିବା କୁନି କୁନି ପିଲାଙ୍କୁ ପୁରସ୍କୃତ କରାଯାଇଛି ! କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ସରୋଜ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ! ଆୟୋଜକ ଅନୁଷ୍ଠାନ ତରଫରୁ ମୁଖ୍ୟ ଅତିଥି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ! ପ୍ରତିଭାବାନ ପିଲା ମାନଙ୍କୁ କାର୍ଯ୍ୟକ୍ରମ ରେ ଦେଖି ବେଶ୍ ଖୁସି ହୋଇଥିଲେ ଅତିଥି ମାନେ !

Leave a Reply

Your email address will not be published. Required fields are marked *