Home2026October29ପାଣି ସରବର – କାଦୁଅ ଵଲ ଵଲ ହେଇଛି ବାଙ୍କୀ କଚେରୀ ପଡିଆ !!! ପାଣି ସରବର – କାଦୁଅ ଵଲ ଵଲ ହେଇଛି ବାଙ୍କୀ କଚେରୀ ପଡିଆ !!! October 29, 2026October 29, 2026byAwaj Media Spread the loveବାଙ୍କୀ ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଚାଲିଛି ବାଙ୍କୀ ମହୋତ୍ସବ 2026 ! ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ବାଙ୍କୀ ମହୋତ୍ସବ ପ୍ରକୃତିର କୋପ ଆଗରେ ଫିକା ପଡି ଯାଇଛି ! ବାଙ୍କୀ କଚେରୀ ପଡିଆରେ ଆୟୋଜିତ ଏହି ଉତ୍ସବ ଲଗାଣ ବର୍ଷାରେ ହୋଇଯାଇଛି ବେହାଲ !
କାମ ଚଳା ରେ ଚାଲିଛି ସୁକିନ୍ଦା ତହସିଲ ଓ ବ୍ଲକ କାର୍ଯ୍ୟାଳୟ । Spread the loveSpread the loveଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ର ଦୁଇଜଣ ମୁଖ୍ୟ ପ୍ରଶାସନିକ ଅଧିକାରୀ ତହସିଲଦାର ଓ ବିଡ଼ିଓଙ୍କ…
ଆସୁଛି ରାକ୍ଷୀ ପୂର୍ଣ୍ଣିମା : ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଜମୁଛି ବେପାର !!! Spread the loveSpread the loveଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ କିଛି ଦିନ ପରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ।ଭଉଣୀ ଭାଇ…
ଆମ ସହର, ଆମ ଦାୟିତ୍ଵ !!! Spread the loveSpread the loveକଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଆମ ସହର, ଆମ ଦାୟିତ୍ଵ କନସେପ୍ଟ ରେ ଆୟୋଜିତ ହୋଇଯାଇଛି ଏକ…