ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଯାଞ୍ଚ ଗାଡ଼ିର ଅଭାବ , ଗଜପତି ଜିଲ୍ଲାବାସୀ ହନ୍ତସନ୍ତ ! ଗଜପତି ଜିଲ୍ଲାରେ ପଲ୍ୟୁସନ୍ ସାର୍ଟିଫିକେଟ୍ ପ୍ରଦାନ ପାଇଁ ଯାଞ୍ଚ ଗାଡ଼ି ନଥିବାରୁ ଗାଡ଼ି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସରକାରୀ ସ୍ତରରେ ଯାଞ୍ଚ ଗାଡ଼ି ନିୟୋଜନ ପାଇଁ ଜିଲ୍ଲାବାସି ଦାବି କରୁଛନ୍ତି ଯଦି ପଲୁସନ ସାର୍ଟିଫିକେଟ ନଥିବ ତେବେ ଗାଡ଼ି ଚାଳକ ଫ।ଇନ ଭରିବାକୁ ପଡୁଛି ! ଯଥା ଶୀଘ୍ର ଏହାର ସମାଧାନ କରିଲେ ଜିଲ୍ଲା ବାସୀ ଉପକୃତ ହେବେ !
ପଲ୍ୟୁସନ ସାର୍ଟିଫିକେଟ୍ ପାଇଁ ଯାଞ୍ଚ ଗାଡ଼ିର ଅଭାବ : ଗଜପତି ଜିଲ୍ଲାବାସୀ ହନ୍ତସନ୍ତ !!!

