ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାରେ କମିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା . ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ 108 ଜଣ କରୋନା ଆକ୍ରାନ୍ତ ଚିହ୍ଣଟ ହୋଇଛନ୍ତି , ସେଥି ମଧ୍ୟରୁ ପୁରୁଷ 65 ଜଣ. ମହିଳା 43 ଜଣ. ସେହିପରି ବ୍ଲକ ସ୍ତରରେ ଦେଖିବାକୁ ଗଲେ, ବିଷମ କଟକ 6 ଜଣ , ଚନ୍ଦ୍ରପୁର 5 ଜଣ, ଗୁଡ଼ାରୀ 9 ଜଣ, ଗୁଣୁପୁରୁ 9 ଜଣ , କେ.ସିଂପୁରୁ 6 ଜଣ, କାଶିପୁରୁ 6 ଜଣ, କୋଲନରା 4 ଜଣ, ମୁନିଗୁଡା 13 ଜଣ, ପଦ୍ମପୁରୁ 10 ଜଣ. ରାମନାଗୁଡ଼ା 5 ଜଣ, ରାୟଗଡା 40 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି . ବିଗତ ଦିନ ତୁଳନାରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ସୁଦ୍ଧା ଗାଇଡ଼ ଲାଇନ ପାଳନ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛି ଜିଲ୍ଲା ପ୍ରଶାସନ .

Leave a Reply

Your email address will not be published. Required fields are marked *