ଆମ ରିପୋଟରଜିଲ୍ଲାନୟାଗଡ

ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ୩୭ ତମ ପ୍ରତିଷ୍ଠା ଦିବସ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘର ୩୭ ତମ ପ୍ରତିଷ୍ଠା ଦିବସ ଉତ୍ସବ ପାଳିତ ହୋଇଯାଇଛି…

ଆମ ରିପୋଟରଜିଲ୍ଲାଯାଜପୁର

ବିଜୁ ଜନତା ଦଳ ତରଫରୁ ବନ୍ଧଗାଁ ପଞ୍ଚାୟତରେ ରକ୍ତ ଦାନ ଶିବିର ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଜୁ ଜନତା ଦଳ ତରଫରୁ ବନ୍ଧଗାଁ ପଞ୍ଚାୟତରେ ରକ୍ତ ଦାନ ଶିବିର ଅନୁଷ୍ଠିତ ।…

ଆମ ରିପୋଟରଜିଲ୍ଲାନୟାଗଡ

ଲୋକାର୍ପିତ ହେଲା ନୟାଗଡ଼ ଦର୍ପଣ ୱେବ ପୋର୍ଟାଲ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ପବିତ୍ର ରଥଯାତ୍ରା ଅବସରରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଲୋକାର୍ପଣ ହେଲା ନୟାଗଡ଼ ଦର୍ପଣ ର…

ଆମ ରିପୋଟରଜିଲ୍ଲାଯାଜପୁର

ନୟାଗଡ଼ରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସହରରେ ଆନ୍ତର୍ଜାତୀୟ ମାନବ ଅଧିକାର ପରିଷଦର ନୂତନ କାର୍ଯ୍ୟାଳୟ ଉଦଘାଟିତ । ଏହି…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଢେଙ୍କାନାଳ ବନ ବିଭାଗ କବଜାରେ ତିନି କୁଖ୍ୟାତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳରେ ସକ୍ରିୟ ହୋଇ ଉଠିଛନ୍ତି ଜଙ୍ଗଲୀ ସାମଗ୍ରୀ ଏବଂ ପଶୁ ଚମଡା ଚାଲାଣ ରାକେଟ…

ଆମ ରିପୋଟରଜିଲ୍ଲାନୟାଗଡ

ସ୍ୱାମୀର ଚିକିତ୍ସା ପାଇଁ ନେହୁରା ହୋଇ ଅନୁରୋଧ କଲେ ସ୍ତ୍ରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ସଦର ବ୍ଲକ ଭାଟସାହି ପଞ୍ଚାୟତ ର ବତିଶି ବର୍ଷିୟ ଯୁବକ ପବିତ୍ର ବେହେରା…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡା ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ !!!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ମଠ ମନ୍ଦିର ସୁରକ୍ଷା କମିଟି ତରଫରୁ ସୁକିନ୍ଦା ରଥଦାଣ୍ଡ ସଫେଇ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଂଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ମଠ ମନ୍ଦିର ସୁରକ୍ଷା ସଙ୍ଗଠନ ତରଫରୁ ରବିବାର…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଛତୁ ଗୋଟାଇ ଫେରୁଥିବା ବେଳେ ୨ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ଏତଲା !!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ନିକଟସ୍ଥ ସଖିପଡା ନିକଟସ୍ଥ ଜଙ୍ଗଲକୁ ଛତୁ ଗୋଟାଇ…