ଆମ ରିପୋଟରକନ୍ଧମାଳଜିଲ୍ଲା

ଗୁମାଗଡ଼ରେ ଟ୍ରାକ୍ଟର ଓଲଟି ଜଣେ ଆହତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି…

ଆମ ରିପୋଟରଗଜପତିଜିଲ୍ଲା

ପାରଳା ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପିକା ଜୟନ୍ତୀ ରଥଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟର ରାଜନୀତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାନୟାଗଡ

ଯୁବ ଅଫିସର ଙ୍କୁ ମିଳିଲା ପଦୋନ୍ନତି !!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଥାନାର କାର୍ଯ୍ୟରତ ଯୁବ ଅଫିସର ଦିପକ ଖଣ୍ଡାୟତ ଙ୍କୁ ମିଳିଲା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ୟୋର୍ସ ହୋପ ଫାଉଣ୍ଡେସନ ଓ ପବ୍ଲିକ ରାଇଟ ଆସୋସିଏସନର ମିଳିତ ସହଯୋଗରେ କରୋନା ସଚେତନତା କାର୍ଯ୍ୟକ୍ରମ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଦେଶ ଓ ରାଜ୍ୟରେ କରୋନା ମହାମାରୀର ଦ୍ଵିତୀୟ ଲହର ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାପୁରୀ

କୋଭିଡ ସଂକ୍ରମିତଙ୍କ ଆଶୁ ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ ।

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଅନେକ କୋଭିଡ ରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ପହଞ୍ଚିଲା ଟିକା : ଆଜିଠୁ ଟ୍ରାଏଲ ବେସ ରେ ଆରମ୍ଭ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଟିକାକରଣ ନେଇ ଲାଗି ରହିଥିବା ସମସ୍ତ ଆଶଙ୍କା ଶେଷ . ରାଜ୍ୟରେ ପହଞ୍ଚିଲା ଦେଢ଼…

ଅପରାଧକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ଖାରଡପଲ୍ଲୀରେ ଚୋରା ବନ୍ଧୁକ : ବୋଲଗଡ ପୁଲିସ ବେଖବର !!!

!!! ଦବଦବା ଜାହିର ପାଇଁ ହେଉଛି ବ୍ଳାଙ୍କ ଫାୟାରିଂ !!! ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅପରାଧ ପ୍ରବଣ ହୋଇପଡିଛି…

ଆମ ରିପୋଟରଗଜପତିଜିଲ୍ଲା

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା !!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଗେରାବନ୍ଧ ଗ୍ରାମରେ ଥିବା ଶ୍ରୀ ଭେଙ୍କେଟେଶ୍ଵର ଉଚ୍ଚ ବିଦ୍ୟାଳୟ…