ଆମ ରିପୋଟରଗଜପତିଜିଲ୍ଲା

ପୁଣି ଆନ୍ଧ୍ର୍ରଦେଶର ର ଚାଷୀ ଓଡ଼ିଶା କେନାଲ ସଫା କରୁଛନ୍ତି : ଉପକୃତ ହେଉଛନ୍ତି ଉଭୟ ରାଜ୍ୟ ର ଚାଷୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଜଙ୍ଗଲପାଢୁ ଗ୍ରାମ ଦେଇ ଆନ୍ଧ୍ର ମୁହାଁ ହୋଇଥିବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଆବୁଧାବି ରୁ ଓଡିଶା ଫେରୁଥିବା ଓଡ଼ିଆ ଶ୍ରମିକ ଦିଲ୍ଲୀରେ ନିଖୋଜ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆବୁଧାବି ରୁ ଓଡିଶା ନିଜ ଜନ୍ମ ମାଟି କୁ ଫେରୁଥିବା ଓଡ଼ିଆ ଶ୍ରମିକ ଦିଲ୍ଲୀରେ…

ଆମ ରିପୋଟରକଟକଜିଲ୍ଲା

ଅବ୍ୟବହୃତ ଅବସ୍ଥାରେ ବିଲିପଡା ପଞ୍ଚାୟତର ଜୈବକୁଣ୍ଡ ଘର : ପାଲଟିଛି ସରୀସୃପ ଙ୍କ ବାସସ୍ଥଳୀ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବିଭିନ୍ନ ଘଟଣା ଅଘଟଣକୁ ନେଇ ବାଙ୍କୀ ନିର୍ବାଚନ ମଣ୍ତଳୀର ଡମପଡା ବ୍କକ ସବୁବେଳେ…

ଆମ ରିପୋଟରଜିଲ୍ଲାରାୟଗଡା

ଉତ୍କଳ ଆଲୁମିନା ମଜଦୁର ସଂଘ ପକ୍ଷରୁ ୩୧ ଦଫା ଦାବି ପତ୍ର ପ୍ରଦାନ !!!

ରାୟଗଡ଼ା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ଭାରତୀୟ ମଜଦୁର ସଂଘ ଦ୍ଵାରା ପରିଚାଳିତ ଉତ୍କଳ ଆଲୁମିନା ମଜଦୁର ସଂଘ ର ସଭାପତି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଗଣତନ୍ତ୍ର ର ସୁରକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଭୁବନେଶ୍ୱର କେଶରୀ ହୋଟେଲରେ ଖୋର୍ଦ୍ଧା ର ପୂର୍ବତନ ବିଧାୟକ ତଥା ନିଡ୍ସ୍ ଅଫ୍ ଦି…

ଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର…

ଆମ ରିପୋଟରଜିଲ୍ଲାଦେଶବିଦେଶଯାଜପୁରରାଜ୍ୟ

ଆଫ୍ରିକାରେ ଚିନ୍ମୟ ଫାଉଣ୍ଡେସନର ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ଵ ତାପାୟନକୁ ରୋକିବା ପାଇଁ ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଚାରା ଓ ବୃକ୍ଷ…

ଆମ ରିପୋଟରଜିଲ୍ଲାନୟାଗଡ

ବୀମା ସପ୍ତାହରେ ଭାରତୀୟ ଜୀବନବିମା ଶାଖା ତରଫରୁ ରକ୍ତଦାନ ଶିବିର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଭାରତୀୟ ଜୀବନଵୀମାର 67 ତମ ବୀମା ସପ୍ତାହର ଉଦଯାପନୀ ଉତ୍ସବରେ ଆଜି ନୟାଗଡ଼ ଜୀବନଵୀମା…

ଆମ ରିପୋଟରକନ୍ଧମାଳଜିଲ୍ଲା

ପୋଲରୁ ଖସି ଖଡ଼ଗ ନଦୀ ଗର୍ଭରେ ବ୍ୟକ୍ତି ନିଖୋଜ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପୋଲରୁ ନଦୀ ଗର୍ଭରେ ପଡ଼ି ବ୍ୟକ୍ତି ନିଖୋଜ । ଘଟଣା ଘଟିଛି କନ୍ଧମାଳ…