୧୧୪ ରୁ ୩୪୨୦ କୁ ବୃଦ୍ଧି ଭାରତରେ କରୋନା ଆକ୍ଟିଭ୍ କେସ : ୧୩୭୨ ଦିନରେ ଚିନ୍ମୟ ଫାଉଣ୍ଡେସନର ନିରବଚ୍ଛିନ୍ନ ପ୍ରକ୍ରିୟାରେ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!
ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଲୋକ ମାନଙ୍କର ସାମାନ୍ୟ ଅସଚେତନତା ଫଳରେ ମହାମାରୀ କରୋନାର ମାତ୍ରା କ୍ରମଶଃ ବଢ଼ି ବଢ଼ି…

