ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା କୂଳରେ ଜାଲରେ ପଡ଼ିଲା ବିରାଟକାୟ ଅଜଗର !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ କଳିଯୁଗେଶ୍ଵର ପାହାଡ ନିକଟରୁ ୮ ଫୁଟ ଲମ୍ବର ଅଜଗର…

ଆମ ରିପୋଟରଜିଲ୍ଲାଯାଜପୁର

ବେଣାଗାଡ଼ିଆ ଗ୍ରାମ ରେ ବିଜେପି ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଖଣି ଅଞ୍ଚଳ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ବେଣାଗାଡ଼ିଆ ଗ୍ରାମର ଖେଳ ପଡିଆରେ କାଳିଆପାଣି ଅଞ୍ଚଳର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ବିପୁଳ ପରିମାଣର ଦେଶୀ ମଦ ଓ ପୋଚ ନଷ୍ଟ କଲା ଅବକାରୀ ବିଭାଗ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ବାଣପୁର ଥାନା ଅନ୍ତର୍ଗତ କୋଶରଢା ଗ୍ରାମରେ…

ଆମ ରିପୋଟରଜିଲ୍ଲାନୟାଗଡ

ଏବେବି ବଞ୍ଚିଛି ଯୋଗୀ ପରମ୍ପରା : ଯୋଗୀ ବେଶ ହେଲେ ଆଶିଷ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଏବେବି ବଞ୍ଚିଛି ଯୋଗୀ ପରମ୍ପରା ! ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ମଝିଆଖଣ୍ଡ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ବ୍ଳକ ସମୁଖରେ ଅଙ୍ଗନବାଡ଼ି କର୍ମୀ ମାନଙ୍କର ଧାରଣା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଭିନ୍ନ ପ୍ରକାରର ଦାବି କୁ ନେଇ ସାରା ରାଜ୍ୟ ରେ ଅଙ୍ଗନବାଡ଼ି କର୍ମଚାରୀ ସଂଘ…

ଆମ ରିପୋଟରଜିଲ୍ଲାରାୟଗଡା

ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୪ ତମ ଜୟନ୍ତୀ ପାଳିତ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ସ୍ୱାଧୀନତା ସଂଗ୍ରାମୀ ତଥା ମହାନ ବିପ୍ଳବୀ ଆଦିବାସୀ ଜନ ନାୟକ ସହିଦ ଲକ୍ଷ୍ମଣ ନାୟକଙ୍କ…

ଆମ ରିପୋଟରକନ୍ଧମାଳଜିଲ୍ଲା

କଂଗ୍ରେସ ର ଦୁଇ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କଂଗ୍ରେସ ର ଦୁଇ କାଉନସିଲର ଙ୍କୁ ଏନ୍ଏସି ପକ୍ଷରୁ ଅଣଦେଖା ଅଭିଯୋଗ ।…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ବଡ ମେଡିକାଲ ରେ ଅସହାୟ ରୋଗୀଙ୍କ ସୁରକ୍ଷା ନେଇ ମେଡିକାଲ ଅଧିକ୍ଷକ ଙ୍କୁ ଦାବୀ ଜଣାଇଲା ଏଇତ ଜୀବନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କଟକ ବଡ ଡାକ୍ତରଖାନା କାଜୁଆଲିଟିରୁ ଅସହାୟ ରୋଗୀ ନିଖୋଜ ଏବଂ ଅନ୍ୟ ଅସହାୟ ରୋଗୀ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

କାରରୁ ମିଳିଲା ୨୨ ଲକ୍ଷ ଟଙ୍କା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟସ୍ଥ ସିଆଳିଆ ରାସ୍ତାରେ ଏକ କାରକୁ ପିଛା କରି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଚେସ ପ୍ରତିଯୋଗିତା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ପ୍ରଥମ ଥର ପାଇଁଁ ଆନ୍ତଃ ସ୍କୁଲ ଚେସ୍ ପ୍ରତିଯୋଗତା…