ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଚିଆଙ୍ଗ ସାହି ଗ୍ରାମରେ ମହାଆଡ଼ମ୍ବରରେ ଖୁଦୁରି କୁଣି ଓଷା ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଚିଆଙ୍ଗ ସାହି ଗ୍ରାମରେ ଅନୁଷ୍ଠିତ ହୋଇ ଯାଇଛି ଖୁଦୁରି କୁଣି…

ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଗଡରେ ମହା ଆଡ଼ମ୍ବରରେ ଖୁଦୁରୁକୁଣି ପୂଜା ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଗଡରେ ମହା ଆଡ଼ମ୍ବରରେ ଖୁଦୁରୁକୁଣି ପୂଜା ଅନୁଷ୍ଠିତ, ବିଭିନ୍ନ ପୁଜା ମଣ୍ଡପରେ ମା’…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଅଞ୍ଚଳରେ ବଧୂହତ୍ୟା ଅଭିଯୋଗ : ସ୍ୱାମୀ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଯୌତୁକ ଜନିତ ବଧୂହତ୍ୟା ହୋଇଥିବାର ଅଭିଯୋଗ ହୋଇଛି…

ଆମ ରିପୋଟରକଟକଜିଲ୍ଲା

ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ମୃତ୍ୟୁ ମୁଖରୁ ଵର୍ତ୍ତିଲେ ଛାତ୍ର !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୀର୍ଘ ୨ ବର୍ଷ ହୋଇଯିବ କୋରନା ମହାମାରୀ ହେତୁ ସମସ୍ତ ପୂଜା ପାର୍ବଣ ବନ୍ଦ…

ଆମ ରିପୋଟରଗଜପତିଜିଲ୍ଲା

ଗୁରାଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବୀ ପୂରଣ ହେବ କେବେ ???

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ର ଗୁରାଣ୍ଡି ଗ୍ରାମ ପଞ୍ଚାୟତ ର ଗୁରାଣ୍ଡି ଗ୍ରାମରେ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ଚିନ୍ମୟ ଫାଉଣ୍ଡେସନର ୮୯୭ ଦିନର କରୋନା ସଚେତନତା ଓ କିଟ୍ ବଣ୍ଟନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଚିନ୍ମୟ ଫାଉଣ୍ଡେସନର ୮୯୭ ଦିନର କରୋନା ସଚେତନତା ଓ କିଟ୍ ବଣ୍ଟନ , ପଶ୍ଚିମ…

ଆମ ରିପୋଟରଗଜପତିଜିଲ୍ଲା

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି…