ଆମ ରିପୋଟରକଟକଜିଲ୍ଲା

ଜେ.ଏମ୍.ଟି ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ପାଳିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ପବିତ୍ର ସ୍ୱାଧୀନତା ଦିବସରେ ଭୁବନେଶ୍ବର ରବି ଟକିଜ ସ୍ଥିତ ଜେ.ଏମ୍.ଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ପୁଲିସ ଟ୍ରେନିଂ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ସ୍ବାଧିନତା ଦିବସ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ପୁଲିସ ଟ୍ରେନିଂ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ୭୬ ତମ ସ୍ବାଧିନତା ଦିବସ…

ଆମ ରିପୋଟରକଟକଜିଲ୍ଲା

“୫୨ ବଜାର ୫୩ ଗଳି କଟକ ଚ୍ୟାରିଟେବୁଲ ଟ୍ରଷ୍ଟ” ତରଫରୁ ସ୍ୱାଧୀନତା ଦିବସ ପାଳନ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ୭୬ ତମ ସ୍ବାଧୀନତା ଦିବସ ଉପଲକ୍ଷେ “୫୨ ବଜାର ୫୩ ଗଳି କଟକ ଚାରିଟେବୁଲ…

ଆମ ରିପୋଟରଜିଲ୍ଲାନୟାଗଡ

ବାଲୁଗାଁ ବିଜେପି ପକ୍ଷରୁ ବାଲୁଗାଁ ପଞ୍ଚାୟତରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ନୟାଗଡ଼ ଜିଲ୍ଲା ବାଲୁଗାଁ ବିଜେପି ପକ୍ଷରୁ ବାଲୁଗାଁ…

ଆମ ରିପୋଟରକନ୍ଧମାଳଜିଲ୍ଲା

କନ୍ଧମାଳରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ଅସମ୍ଭାଳ : ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଗତ ତିନି ଦିନ ଧରି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି…

ଆମ ରିପୋଟରକଟକଜିଲ୍ଲା

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଙ୍କୀ ବିଦ୍ୟାରତ୍ନ ଭବନରେ ଦେଶାତ୍ମବୋଧକ କବିତା ପାଠ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ…

ଆମ ରିପୋଟରଜିଲ୍ଲାନୟାଗଡ

ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ସେବା ସ୍ଵଧାର ଗୃହ” ତରଫରୁ ଆଜାଦି କା ଅମୃତ ମହୋତ୍ସବ ପାଳନ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ସେବା ସ୍ଵଧାର ଗୃହ ” ତରଫରୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଟାଟା ପାୱାର ଗ୍ରୀଭେନ୍ସ ରିଡ୍ରେସାଲ ଫୋରମ ସଭାପତି ବାଣୀ ଭୂଷଣ ମହାନ୍ତି ଙ୍କ ନାମରେ ଅପରାଧିକ ମାମଲା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ବିଦ୍ୟୁତ ନିୟାମକ ଆୟୋଗର ଖୋଲା ଉଲ୍ଲଙ୍ଘନ କରୁଛି ଟାଟା ପାୱାର . ଜୁଲାଇ…

ଆମ ରିପୋଟରଗଜପତିଜିଲ୍ଲା

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ 76 ତମ ସ୍ୱାଧୀନତା ଦିବସ ପାଳନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ 76 ତମ ସ୍ୱାଧୀନତା ଦିବସ ପାଳନ…