ଅପରାଧଆମ ରିପୋଟରକଟକଜିଲ୍ଲା

ବିବାହିତା ମହିଳାଙ୍କ କିରୋସିନ୍ ଢାଳି , ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପାରିବାରିକ କଳହ ର ଭୟଙ୍କର ପରିଣତି . ସ୍ଵାମୀଙ୍କ ପରକୀୟା ପ୍ରିତୀ କାରଣରୁ ଶରୀରରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁରରାଜନୀତିରାଜ୍ୟ

ଭୋଟ ଗଣତିରେ ଅନିୟମିତତା ନେଇ ଆସିଲା ଅଭିଯୋଗ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରିୟବ୍ରତ ଦାସ ଭୋଟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବୋତଲଣ୍ଡା ଛକ ପାଖ ମୁଖ୍ୟ ରାଜପଥରେ ବାଇକ ଦୁର୍ଘଟଣା : ଚାରି ଯୁବକ ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବୋତଲଣ୍ଡା ଛକ ପାଖ ମୁଖ୍ୟ ରାଜପଥରେ ଅଜଣା ଗାଡି ସାଇଟ ମରାରେ ବାଇକ ଦୁର୍ଘଟଣା…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ନାବାଳିକା କୁ ଅସଦ ବ୍ୟବହାର କରି ଟିୟୁସନ ଶିକ୍ଷକ ଗିରଫ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଅସଦ ବ୍ୟବହାର…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗାଁରେ ଅଭାବନୀୟ ଘଟଣା !!!

ଛେଣ୍ଡିପଦା ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ରାଇପାଳ ଗାଁ ରେ ଘଟିଯାଇଛି ଅଭାବନୀୟ ଘଟଣା .…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ମଙ୍ଗଳପୁର ଗ୍ରାମରେ ସ୍ତ୍ରୀ ର ଠେଙ୍ଗା ମାଡରେ ସ୍ୱାମୀ ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଏକ ପରିବାରରେ ଘରୋଇ…

ଅପରାଧଆମ ରିପୋଟରକଟକଜିଲ୍ଲା

କଟିକଟା-ଜଇପୁର ରାସ୍ତା ର ଅସୁରେଶ୍ୱର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟିକଟା – ଜଇପୁର ରାସ୍ତା ର ଅସୁରେଶ୍ୱର ପଦ୍ମିନୀ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍…

Breaking newsଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ନିର୍ବାଚନ ପାଇଁ ଟଙ୍କା ବାଣ୍ଟୁଥିଲେ : ପୋଲିସ ହାତରେ ଧରା ପଡିଲେ !!!

କଟକ ( ଆୱାଜ ମିଡ଼ିଆ ) – : ସମଗ୍ର ରାଜ୍ୟରେ ଆରମ୍ଭ ହୋଇ ସାରିଛି ମତଦାନ . ତେବେ ନିର୍ବାଚନ ପୂର୍ବରୁ ଗତକାଲି କେତେକ ସ୍ଥାନରେ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନି ହିଂସା : ୨ ମାମଲା ରୁଜୁ କରି ପୁଲିସ କରୁଛି ତଦନ୍ତ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନର ପୂର୍ବ ଦିନ ବୁଧବାର ଅପରାହ୍ନରେ ଏକ ନିର୍ବାଚନି ହିଂସା ଦେଖା…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଭାଙ୍ଗିଲେ ଦୁର୍ବୁତ୍ତ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ…