ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରଯାଜପୁରରାଜ୍ୟ

ବାଣପୁର ସବ ଜେଲ ଗଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ଗିରଫ ପରେ ତାଙ୍କୁ ଭୁବନେଶ୍ୱର ଏସଡ଼ିଜେଏମ କୋର୍ଟ…

ଅପରାଧଆମ ରିପୋଟରକଟକକେନ୍ଦ୍ରାପଡ଼ାଜିଲ୍ଲା

ରାସ୍ତା ଉପରେ ଦିଅର ଭାଉଜ ଙ୍କ ପାରିବାରିକ କଳହର ଉଗ୍ର ରୂପ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ର କଟକ ଚାନ୍ଦବାଲି ରାସ୍ତା ର ଗୋଗୁଆ ଛକ ରେ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ନେମାଳ ଥାନା ଅଞ୍ଚଳରେ ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳା : ପୋଲିସ ବର୍ଦି ପିନ୍ଧିଛି କାହିଁ ପାଇଁ ?

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଚାଲିଛି ଦୋଳ ମେଲଣ ର ପର୍ବ । ବୁଢ଼ା ଠୁ ଛୁଆ ସମସ୍ତେ ମସଗୁଲ୍…

ଅପରାଧଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ଶବ ଉଦ୍ଧାର : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରି ଗ୍ରାମ ପାଖରେ ସନ୍ଦେହଜନକ ଅବସ୍ଥାରେ ଝୁଲନ୍ତା ଶବ ଉଦ୍ଧାର…

Breaking newsଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଲଭ ସେକ୍ସ ଧୋକା !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ପାଟକୁରା ଗ୍ରାମର ଜ୍ଞାନ ରଂଜନ ସାହୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ବାଣପୁରର ସମସ୍ତ ଅଞ୍ଚଳରେ ୧୪୪ ଧାରା : ବିଭିନ୍ନ ସ୍ଥାନରେ ପୋଲିସ ଛାଉଣୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେପି କର୍ମିଙ୍କ ଆକ୍ରମଣ ପରେ ବାଣପୁର ର ବିଭିନ୍ନ…

Breaking newsଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର : ହସ୍ପିଟାଲରେ ଭର୍ତ୍ତି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଜେପି କର୍ମୀଙ୍କ ଆକ୍ରମଣରେ ଚିଲିକା ବିଧାୟକ ଗୁରୁତର , ହସ୍ପିଟାଲରେ ଭର୍ତ୍ତି . ଖୋର୍ଦ୍ଧା…

ଅପରାଧଆମ ରିପୋଟରକଟକଜିଲ୍ଲା

ନିଶ୍ଚିନ୍ତକୋଇଲି ପୋଲିସ କୁ ବଡ ସଫଳତା : ଧରା ହେଲେ ୫ ଛେଳି ଚୋର !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ରେ ଦିନକୁ ଦିନ ବଢ଼ିବାରେ ଲାଗିଥିଲା ଛେଳି ଚୋରି . ଏବେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବିପୁଳ ପରିମାଣର ଚନ୍ଦନ କାଠ ଜବତ : ବାଇକ ସହ ୪ ତସ୍କର ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି,…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ନାବାଳକ ମୃତ , ଦୁଇ ଗୁରୁତର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଯେଉଁଥିରେ…