ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀ ବଡ଼ପଦର ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି : ଫାଣ୍ଡି ପୋଲିସର ତଦନ୍ତ ଜାରି !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଡ଼ପଦର ଗ୍ରାମରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି…

ଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବିଚ ରାସ୍ତାରେ ବେଜିତ ହେଲେ ବଡମ୍ବା ବିଧାୟକ !!!

ବଡମ୍ବା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଚ ରାସ୍ତାରେ ବେଜିତ ହେଲେ ବଡମ୍ବା ବିଧାୟକ . ରାଜନୈତିକ ସମାବେଶ ସମୟରେ ବିଧାୟକ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବିଳମ୍ବିତ ରାତିରେ ବଲେରୋ ଚୋରୀ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହରର ହୁଲୁରିସିଂହାରୁ ରବିବାର ବିଳମ୍ବିତ ରାତିରେ ଏକ ବୋଲେରୋ ଚୋରି ହୋଇଯାଇଛି ।…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଟାଙ୍ଗୀ ଅବକାରୀ ବିଭାଗର ଚଢାଉ : ୩୦ ଲିଟର ଦେଶୀ ମଦ ଜବତ , ୨ ଜଣ ମଦ ବେପାରୀ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ କନ୍ତଳ ବାଇ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଅଭିଯୋଗର ଦଶଦିନ ପରେ ଜିଲ୍ଲା ପ୍ରଶାସନ ତରଫରୁ ତଦନ୍ତ ଆରମ୍ଭ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍କକରେ ଦୁର୍ନୀତି ସୀମା ଟପିଥିବା ବେଳେ ଭାପୁର ପଞ୍ଚାୟତ ଖଇରିଗାଡିଆ…

Breaking newsଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଭିନ୍ନକ୍ଷମ ନାବାଳିକାକୁ ମୋବାଇଲ ଦେଖାଇବା ଆଳରେ ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦୀର୍ଘ ୫ ଦିନ ହେଲା ଫେରାର ଥିବା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ନାଚୁଣୀରେ ୮.୪ ଲିଟର ଆସ୍କା ୪୦ ଜବତ : ବେପାରୀ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅଞ୍ଚଳରେ ଜଣେ ମଦ ବେପାରୀକୁ ଗିରଫ କରିଛି ପୋଲିସ…

Breaking newsଅପରାଧଆମ ରିପୋଟରଜିଲ୍ଲାରାଜ୍ୟରାୟଗଡା

ସାମ୍ବାଦିକଙ୍କ ବେଆଇନ ଗିରଫଦାରୀ କୁ ରାୟଗଡା ସାମ୍ବାଦିକ ସଂଘର ବିରୋଧ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ମାଲକାନଗିରି ଜିଲ୍ଲାର ପାଞ୍ଚ ଜଣ କାର୍ଯ୍ୟରତ ସାମ୍ବାଦିକଙ୍କୁ ବେଆଇନ ଭାବେ ଗିରଫକୁ ବିରୋଧ କରି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ହତ୍ୟା – ଆତ୍ମହତ୍ୟା ସନ୍ଦେହ କୁହେଳି ଭିତରେ ଜୁଲି ସୁବୁଦ୍ଧିଙ୍କ ମୃତ୍ୟୁ ଘଟଣା !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ହତ୍ୟା – ଆତ୍ମହତ୍ୟା ସନ୍ଦେହ କୁହେଳି ଭିତରେ ଜୁଲି ସୁବୁଦ୍ଧିଙ୍କ ମୃତ୍ୟୁ ଘଟଣା .…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପାର୍ଶ୍ୱରୁ ବିପୁଳ ପରିମାଣର ଲୁହା ପ୍ଲେଟ ଓ ଅନ୍ୟାନ୍ୟ ଚୋରା ସାମଗ୍ରୀ ଜବତ : ୭ ଜଣ ଅଭିଯୁକ୍ତ ଗିରଫ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଟାଟା ପ୍ଲାଣ୍ଟ ପାର୍ଶ୍ୱରୁ ରବିବାର ସନ୍ଧ୍ୟା ସମୟରେ କିଛି ଲୁଟେରା ବିପୁଳ…