ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସବ୍‌ଡିଭିଜର କିଶୋରନଗର ଥାନାର ଏକ ହତ୍ୟା ମାମଲାର ଶୁଣାଣି କରି…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଗୋଚାଲାଣ କୁ ରୋକିଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ରୁ କଲିକଲା ଗୋଚାଲଣ ହେଉଥିବା ବେଳେ ଭୁବନେଶ୍ୱର ସିଜୁଆ ଓଭର ବ୍ରିଜ ପାଖରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଫେସବୁକ ରେ ଠିକଣା ପାକିସ୍ଥାନ ଲେଖି ହରଡ଼ଘଣାରେ ଯୁବକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଫେସବୁକ ରେ ଠିକଣା ପାକିସ୍ଥାନ ଲେଖି ହରଡ଼ଘଣାରେ ଯୁବକ . ଯୁବକଙ୍କ ଏପରି କାର୍ଯ୍ୟକଳାପ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁରରେ ୩୦ ଲିଟର ଦେଶୀ ମଦ ଜବତ : ଜଣେ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ହଳନ୍ଦା ଗ୍ରାମରେ ବାଣପୁର ପୋଲିସ ଚଢ଼ାଉ କରି ଦେଶୀ ମଦ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚିଲିକାରେ ବିଜେପି ନେତାଙ୍କୁ ଗିରଫ ଦାବିରେ ବାଲୁଗାଁ ଥାନା ଘେରାଉ କଲା ବିଜେଡ଼ି : ଦୁଇ ଦଳ ମଧ୍ୟରେ ମୁହାଁମୁହିଁ ସ୍ଥିତି !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ସୃଷ୍ଟି ହୋଇଛି ରାଜନୈତିକ ଉତ୍ତେଜନା । ବିଜେପି…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବାଲିଗୁଡ଼ା ସବ୍‌ ଜେଲରୁ ଫେରାର କଏଦୀ ବ୍ରାହ୍ମଣୀଗାଁ ଜଙ୍ଗଲରୁ ଗିରଫ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ୍‌ଜେଲ୍‌ରୁ ଗତ ୧୩ରେ ଫେରାର ହୋଇଥିବା ବିଚାରାଧୀନ କଏଦୀ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ବ୍ୟବଚ୍ଛେଦ ପାଇଁ ବଡ ଡାକ୍ତରଖାନାକୁ ପଠାଗଲା ଗଳିତ ଶବ !!!

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ନୂଆ ବର୍ଷ ସକାଳେ କଣିହାଁ ଥାନା ଅନ୍ତର୍ଗତ ଛେଳିଆ ଅଞ୍ଚଳର ଅନୀଲ ପ୍ରଧାନଙ୍କ ଗଳିତ…

ଅପରାଧଆମ ରିପୋଟରକଟକଜିଲ୍ଲା

ମଦୁଆ ଙ୍କ ଆଡାସ୍ଥଳି ପାଲଟିଛି ନିଶ୍ଚିନ୍ତକୋଇଲି ବ୍ଲକ ପରିସର ||

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସର୍ବସାଧାରଣ କାର୍ଯ୍ୟାଳୟରେ ନାହିଁ ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା . କାର୍ଯ୍ୟାଳୟ ପରିସରରେ ଦିନ ଦ୍ୱିପ୍ରହର…

ଅପରାଧଆମ ରିପୋଟରକଟକଜିଲ୍ଲା

ନୂଆ ବର୍ଷରେ ପ୍ରଭାତ ତ୍ରିପାଠୀଙ୍କ ପାଇଁ ନୂଆ ଅଡୁଆ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଚର୍ଚ୍ଚିତ ଘଟଣାରେ ଯୋଡିହୋଇ ବିବାଦିତ ରହୁଥିବା ବିଜେଡି ନେତା ପ୍ରଭାତ ତ୍ରିପାଠୀ ପୁଣି ଟାଣି…