ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅର୍ଥ ଆତ୍ମସାତ ଅଭିଯୋଗରେ ଜଣେ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ କାର୍ଯ୍ୟ କରୁଥିବା ଭାରତ ଫାଇନାନ୍ସିଆଲ ଇନକ୍ଲୁଜନ ଲିମିଟେଡ଼…

ଅପରାଧଆମ ରିପୋଟରଖୋର୍ଦ୍ଧାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଚିଲିକା ବିଧାୟକ ବିଜେଡି ରୁ ନିଲମ୍ବିତ !!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହଙ୍ଗା ପଡିଲା ଦବଙ୍ଗଗିରି . ସର୍ବସାଧାରଣ ସ୍ଥାନରେ ମାଡ ମାରି ଦଳରୁ ନିଲମ୍ବିତ ହେଲେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମୋଟର ସାଇକେଲ ଦୁର୍ଘଟଣାରେ ବୃଦ୍ଧ ମୃତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ମଙ୍ଗରାଜପୁର ଗ୍ରାମର ଜଣେ ପଚାଶ ବର୍ଷ ବ୍ୟକ୍ତିଙ୍କର ମୋଟର…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନାବାଳିକା ଚାଲାଣ ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଦୁଇ ଅଟକ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁ ର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

କୃଷି ମନ୍ତ୍ରୀଙ୍କ ଏରିଆରେ ୟୁରିଆ ସାର ବଣ୍ଟନରେ ଘୋର ପ୍ରିୟାପ୍ରିତୀ : ଚାଷୀ ନୟାନ୍ତ !!!

ଚାଷୀଙ୍କୁ ବସ୍ତା ପିଛା ୭୦୦ ଟଙ୍କା ଦରରେ ବିକ୍ରି ହେଉଥିବାର ଅଭିଯୋଗ ଆଣିଲେ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ନୟାଗଡ ( ଆୱାଜ ମିଡ଼ିଆ )…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଡକାୟତି ପାଇଁ ଯୋଜନା କରୁଥିବା ବେଳେ ମାଡି ବସିଲା ପୁଲିସ : ୬ ଗିରଫ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ନିକଟସ୍ଥ ତରତୁଆ ୟୁପି ସ୍କୁଲ ପଛ ପଟରେ ଥିବା ଏକ ପରିତ୍ୟକ୍ତ ଘରେ…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଜଙ୍ଗଲରେ ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ !!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜଙ୍ଗଲରେ ଶିକାର କରୁଥିବା ସମୟରେ ୨ ଶିକାରୀ ଗିରଫ . ଢେଙ୍କାନାଳ ରେଞ୍ଜ ର…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ବନ ବିଭାଗ ତରଫରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ଚାରିଜଣ ଚାଲାଣକାରୀ ଗିରଫ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବଜ୍ରକାପ୍ତା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନବିଭାଗ ପକ୍ଷରୁ ଚଢ଼ାଉ ।…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ପାଣିକୋଇଲି ଥାନା ସୋତି ନିକଟରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର : ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପାଣିକୋଇଲି ଥାନା ସୋତି ନିକଟରୁ ଆଜି ସକାଳୁ ଦୁଇ ଯୁବକ ମୃତଦେହ ମିଳିବା ଘଟଣାକୁ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ମନରେଗା ଦୁର୍ନୀତିରେ ନୂଆ ରେକର୍ଡ : ଚର୍ଚ୍ଚାରେ ଚାରି ପଞ୍ଚାୟତ !!

ଦିଅଁ ଖାଇକି , ଖଟୁଲି ଖାଇଛନ୍ତି ଦୁଲଣାପୁର ସରପଞ୍ଚ ସୁନିଲ କୁମାର ସାହୁ ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ :…