ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅବକାରୀ ବିଭାଗର ଚଢ଼ାଉ : ୨୮ ଶହ ଲିଟର ପୋଚ ନଷ୍ଟ କରାଗଲା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଭୈରବ ସାହୁ ଙ୍କ ନେତୃତ୍ୱରେ ଏକ ଟିମ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଗଣମାଧ୍ୟମ କୁ ନାଲିଆଖି ଦେଖାଉଛନ୍ତି ଇନ୍ଦାଳ ସରପଞ୍ଚଙ୍କ ଦିଅର !!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ଗଣମାଧ୍ୟମ କୁ ନାଲିଆଖି ଦେଖାଉଛନ୍ତି ଇନ୍ଦାଳ ସରପଞ୍ଚଙ୍କ ଦିଅର । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ…

ଅପରାଧଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ହିଟଲର ବୋହୁ ଙ୍କ ସୈନ୍ୟ ସାଜିଲେ ବିଜେଡି ସରପଞ୍ଚ ଙ୍କ ସ୍ୱାମୀ !!

ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଜନାର୍ଦନପୁରରେ ବୋହୁର ବର୍ବର କାଣ୍ଡ . ବୋହୁ ସାଜିଲା ଲେଡି ହିଟଲର .…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଘର ଭାଗ ବଣ୍ଟାକୁ ନେଇ ଗଣ୍ଡଗୋଳ : ଜଣେ ଆହତ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ତଳସାହିର ରୁଷିଆ ପଲାରୁ ଓ ତାଙ୍କ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚଣ୍ଡେଶ୍ୱର ରୁ ବିପୁଳ ଦେଶୀ ଓ ବିଦେଶୀ ମଦ ଜବତ କଲା ଟାଙ୍ଗୀ ପୋଲିସ : ଜଣେ ଅଟକ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଚୋରା ମଦ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପିଆଶାଳ କାଠ ବୋଝେଇ ପିକଅପ୍ ଭ୍ୟାନ ଜବତ : ଦୁଇ ଗିରଫ !

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କାଠ ପଟା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନ ବିଭାଗ ପକ୍ଷରୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଥାନା ସମ୍ମୁଖରେ ସାମ୍ବାଦିକ ସଂଘ ସଦସ୍ୟଙ୍କ ଧାରଣା !!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁରେ ଗତ ୮ ତାରିଖ ଦିନ ବାଲୁଗାଁ ଏନଏସି କାର୍ଯ୍ୟାଳୟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକରଣ ଗ୍ରାମରେ ଗୋଷ୍ଠୀ ସଂଘର୍ଷ : ୫ ଗୁରୁତର ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଆମ୍ପୋଳବା ଗ୍ରାମ ପଞ୍ଚାୟତ ଅଧିନସ୍ଥ ସୁକରଣ ଗ୍ରାମରେ ପୂର୍ବ ଶତୃତାକୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ଚିଲିକା ବିଧାୟକଙ୍କ ନାମରେ ମାମଲା ରୁଜୁ ଦାବୀ କରି ଆନ୍ଦୋଳନକୁ ଓହ୍ଲାଇବ ସାମ୍ବାଦିକ ସଂଘ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର ଗୁଣ୍ଡା ଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା ଆଲୋଚନା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବାଇପାସ ରେ ପୁଣି ମାତିଲେ ଲୁଟେରା : ଡ୍ରାଇଭର ର କାନ କାଟି ଲୁଟିନେଲେ ମୋବଇଲ ଓ ଗାଡ଼ି ଚାବି !!!

ବାଣପୁର (ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ରାଜପଥରେ ଲୁଟପାଟ କରି ଆତଙ୍କ ଖେଳାଇଥିବା ଲୁଟେରା ପୁଣି ହୋଇ ଉଠିଛନ୍ତି ସକ୍ରିୟ .…