ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

ମହିଳା ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ ।

କେନ୍ଦ୍ରାପଡ଼ା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲାରେ ଦିନକୁଦିନ ବଢିଚାଲିଛି ପୋଲିସ କର୍ମଚାରୀଙ୍କ ଗୁଣ୍ଡାରାଜ ! ଗତ କିଛି…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳମୁଖ୍ୟ ଖବର

ଢେଙ୍କାନାଳ ରେ ଚାଞ୍ଚଲ୍ୟ : ଘରୋଇ ହିଂସା ରୁ ହତ୍ୟାକାଣ୍ଡ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ବାଜିଚୌକ ଅନ୍ତର୍ଗତ ହାଉସିଂବୋର୍ଡ଼ ରେ ସକାଳୁ ସକାଳୁ ଏକ ମର୍ମନ୍ତୁଦ ହତ୍ୟାକାଣ୍ଡ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ ଦ୍ଵାରା ୫ ଶିକାରୀ ଗିରଫ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ହିନ୍ଦୋଳ ବନବିଭାଗ ଅଧିକାରୀଙ୍କ ଦ୍ଵାରା ୫ ଶିକାରୀ ଗିରଫ . ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ…

ଅପରାଧଆମ ରିପୋଟରକଳାହାଣ୍ଡିଜିଲ୍ଲା

ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ଅଧ୍ୟକ୍ଷ !!

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ କଲେଜ ର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ବଡଧରଣର ଡକାୟତି : ଲୁଟିନେଲେ ଟଙ୍କା ସୁନା ଗହଣା !!!

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଥାନା ରାଣଗୁଣ୍ଡି ପଞ୍ଚାୟତ ଅନ୍ତର୍ଗତ ବାରାଖାଇ ର ସାତବାଟିଆ ଗ୍ରାମର ନିମାଇଁ ମଣ୍ଡଳ…

ଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଗିରଫ କଲା ଢେଙ୍କାନାଳ ଟାଉନ ପୋଲିସ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଗତ ଏପ୍ରିଲ ମାସରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଗିରଫ କଲା ଢେଙ୍କାନାଳ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଦଳିତ ବର୍ଗ ଉପରେ ଅତ୍ୟାଚାର ପ୍ରତିବାଦରେ ଏସ ଡି ପି ଓ ଅଫିସ ସମ୍ମୁଖରେ ଧାରଣା !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ବାଳକାଟି ଓ ବଳଭଦ୍ରପୁର ଘଟଣାର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଏସ ଡି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ସଦର ମହକୁମା ରେ ଚାଲିଛି କଙ୍ଗାରୁ କୋର୍ଟ : ପ୍ରଶାସନ ନୀରବଦ୍ରଷ୍ଟା

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ସଦର ମହକୁମା ରେ ଚାଲିଛି କଙ୍ଗାରୁ କୋର୍ଟ, ସବୁ ଜାଣି ସୁଦ୍ଧା ପ୍ରଶାସନ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଗଞ୍ଜେଇ ସହ ଅଟୋ ଜବତ : ଅଭିଯୁକ୍ତ ଫେରାର !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ : ବଧୂହତ୍ୟା ଅଭିଯୋଗ !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରେ ବଧୂହତ୍ୟା ର ଅଭିଯୋଗ ଆଣିଛନ୍ତି ଝିଅର…