ଅପରାଧଆମ ରିପୋଟରଜିଲ୍ଲାଯାଜପୁର

କାଳୀ ପୂଜା ମିନା ବଜାରରେ ଯୁବତୀଙ୍କ ମଧ୍ୟରେ ଗଣ୍ଡଗୋଳ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳୀ ପୂଜା ମିନା ବଜାରରେ ଯୁବତୀଙ୍କ ମଧ୍ୟରେ ଗଣ୍ଡଗୋଳ, ସୋସିଆଲ ମିଡିଆରେ ଭିଡିଓ ହେଲା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ନବବଧୂ ଙ୍କ ସନ୍ଦେହ ଜନକ ମୃତ୍ୟୁ : ବିଷ ଦେଇ ହତ୍ୟା ଅଭିଯୋଗ ଆଣିଲେ ପରିବାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ଜଣେ ମହିଳା ଙ୍କ ସନ୍ଦେହ ଜନକ ମୃତ୍ୟୁ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଦୁର୍ନୀତିର ଗନ୍ତାଘର ପାଲଟିଛି ସବରେଜିଷ୍ଟର କାର୍ଯ୍ୟାଳୟ : ନୟାଗଡ ଡିସିସି ପ୍ରେସବାର୍ତ୍ତା ଜରୀଆରେ ଆଣିଲା ଅଭିଯୋଗ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ରେ ଦୁର୍ନୀତି ର ଗନ୍ତାଘର ପାଲଟିଛି ଜମିବାଡ଼ି କବଲା ରେଜେଷ୍ଟ୍ରି ହେଉଥିବା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ପର୍ସନାଲ ଲୋନ କରାଇଦେବା ନାଁରେ ନିରୀହ ଦଳିତଙ୍କୁ ଠକିଦେଲେ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ମାତିଛନ୍ତି ଠକ , ପର୍ସନାଲ ଲୋନ କରାଇଦେବା ନାଁ କହି ନିରୀହ ଲୋକଙ୍କୁ ଠକି…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ମଙ୍ଗଳପୁର ମୁଖ୍ୟ ରାଜପଥରୁ ବେଆଇନ ଗୋରୁ ବୋଝେଇ ପିକପ ଜବତ : ଥାନାରେ ଅଟକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ମୁଖ୍ୟ ରାଜପଥରୁ ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଏକ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ବନ୍ଧା ହେଲେ କିରାଣୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭିଜିଲାନ୍ସ ଜାଲରେ କିରାଣୀ ! ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ସ୍କୁଲ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ, ୨୦ ହଜାର ଟଙ୍କା ଜରିମାନା !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ଵତନ୍ତ୍ର ପୋକ୍ସୋ କୋର୍ଟ…

ଅପରାଧଆମ ରିପୋଟରକଟକଜିଲ୍ଲା

ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଦିବାଲୋକରେ ଦୁର୍ବୁତ୍ତ ଲୁଟିନେଲେ ଅଳଙ୍କାର ବ୍ୟାଗ୍ !!!

ନିଶ୍ଚିନ୍ତକୋଳି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ପୋଲିସ କୁ ଖୋଲା ଚାଲେଞ୍ଜ ଦେଇ ଦିବାଲୋକରେ ଦୁର୍ବୁତ୍ତ ଲୁଟିନେଲେ ଅଳଙ୍କାର ବ୍ୟାଗ୍…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ପୁଅର କଟୁରୀ ଚୋଟ ରେ ବୃଦ୍ଧା ମାଆ ର ଗଲା ଜୀବନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ମଙ୍ଗଳପୁର ଗ୍ରାମର ବୃଦ୍ଧା ମହିଳାଙ୍କୁ ତାଙ୍କ ପୁଅ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ପଞ୍ଚାୟତରେ ଦୁର୍ନୀତି ହୋଇଥିବା ନେଇ ସୂଚନା କର୍ମୀଙ୍କ ଅଭିଯୋଗ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ନରସିଂହପୁର ପଞ୍ଚାୟତର ୫ନମ୍ବର ୱାର୍ଡ ମେମ୍ବର ଅନିଲ କୁମାର ମଳିକ ୨୦୨୨ ମସିହାରେ…