ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲା : ୮ ଦିନ ପରେ ଜଙ୍ଗଲରୁ ପୀଡ଼ିତା ଉଦ୍ଧାର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାମୋଦରପୁର ଗ୍ରାମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅପହରଣ ମାମଲା , ୮ ଦିନ ପରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଲକ୍ଷାଧିକ ଟଙ୍କାର ପାଇପ ଲୁଟ୍ ଘଟଣା : ୫ ଅଭିଯୁକ୍ତ କୋର୍ଟ ଚାଲାଣ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗତ ୯ ତାରିଖରେ ଲକ୍ଷାଧିକ ଟଙ୍କାର ପାଇପ୍ ଲୁଟ୍ କରିଥିବା ଅଭିଯୋଗରେ ସୁକିନ୍ଦା ପୋଲିସ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଦୁର୍ଘଟଣାଗ୍ରସ୍ତ କାର୍‌ ଉପରେ ଚଢ଼ିଗଲା ଆଉ ଏକ ଦ୍ରୁତଗାମୀ ଗାଡ଼ି : ଜଣେ ମୃତ, ଅନ୍ୟ ଜଣେ ଗୁରୁତର !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକର ସାରଙ୍ଗଡ଼ –…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ସ୍ପଷ୍ଟ ଦିବାଲୋକରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗୋଟିଏ ପଟେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମିଡ଼ିଆ କୁ କହି ସେ ନିୟୁଜ ଡିଲିଟ କର : ନହଲେ ତମ ସ୍ୱାମୀ ସ୍ତ୍ରୀ ଙ୍କୁ ବାନ୍ଧିବୁ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଚାକିରୀ କରାଇଦେବେ କହି ଠକିଥିଲେ ! ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବଂ ପୁଲିସ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମହିଳା ଙ୍କ ଜୀବନ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଥିବା ପୋଖରୀ ରୁ ଗାଧୋଇ ସାରି ଘରକୁ ଫେରିବା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ , ଭିଡିଓ ଭାଇରାଲ କରି ଯୁବକ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିବାହିତା ମହିଳାଙ୍କ ଅଶ୍ଳୀଳ ଫଟୋ , ଭିଡିଓ ଭାଇରାଲ କରି ଯୁବକ ଗିରଫ !…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପାଇପ ଜବତ : ୯ ଅଟକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପୋଲିସ ଏକ ବଡ଼ ଚୋରା ରାକେଟକୁ ଧରିବାରେ ସଫଳ ହୋଇଥିବା ବେଳେ ଏହି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଅବକାରୀ ବିଭାଗକୁ ବହୁତ ଦିନ ପରେ ମିଳିଛି ବଡ ସଫଳତା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦୀର୍ଘ ଦିନର ବ୍ୟବଧାନ ପରେ ନୟାଗଡ ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା !…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଅଙ୍ଗନବାଡି ଦିଦିଙ୍କ ସନ୍ଦେହଜନକ ମୃତ୍ୟୁ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଘଡୁଆଳ ଗ୍ରାମ ରେ ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ସନ୍ଦେହଜନକ…