ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଚାକିରୀ କରାଇଦେବେ କହି ଠକିଥିଲେ ! ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏବଂ ପୁଲିସ ର ହସ୍ତକ୍ଷେପ ପରେ ବାଧ୍ୟ ହୋଇ ଫେରାଇଲେ ଠକି କରି ନେଇଥିବା ଟଙ୍କା ! ତେବେ ସଂପୂର୍ଣ୍ଣ ଘଟଣା ସମ୍ପର୍କରେ ଖବର ପ୍ରସାରଣ ପରେ ଠକ ଦମ୍ପତ୍ତି ଙ୍କର ଇଜ୍ଜତ ଚାଲିଗଲା କହି ଠକେଇ ର ଶୀକାର ହୋଇଥିବା ଲୋକଙ୍କୁ ଫୋନ ଯୋଗେଁ ଦେଉଛନ୍ତି ଧମକ ! ଏପରିକି ଏକ ଅଜଣା ନମ୍ବର ରୁ ଥାନାରୁ କହୁଛି ବୋଲି କହି – ନିୟୁଜ ସାଇଟ ରୁ ଖବର ଡିଲିଟ ପାଇଁ କହିବାକୁ ଧମକ ଦେଉଛନ୍ତି ! ଏପରି ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଚୁଡା ଗ୍ରାମର ମିତେନ୍ଦ୍ର କୁମାର ମାନସିଂହ ଏବଂ ତାଙ୍କର ସ୍ତ୍ରୀ !
ମିଡ଼ିଆ କୁ କହି ସେ ନିୟୁଜ ଡିଲିଟ କର : ନହଲେ ତମ ସ୍ୱାମୀ ସ୍ତ୍ରୀ ଙ୍କୁ ବାନ୍ଧିବୁ !!!

