ରାଜଧାନୀରେ ଉପ-ରାଷ୍ଟ୍ରପତି ଙ୍କୁ କଳା ପତାକା ପ୍ରଦର୍ଶନ !!

0
174

Loading

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳ ବିଶ୍ୱ ବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ଉପ-ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଅଘଟଣ . କାର୍ଯ୍ୟକ୍ରମରେ ଶିକ୍ଷା ମାଫିଆକୁ ଡକ୍ଟରେଟ ଉପାଧି ପ୍ରଦାନ ବିରୋଧରେ ପ୍ରତିବାଦ କରି “ଆମ ଅଧିକାର” ପକ୍ଷରୁ କଳା ପତାକା ପ୍ରଦର୍ଶନ କରା ଯାଇଥିବାର ଜଣାଯାଇଛି . ତେବେ କଳା ପତାକା ପ୍ରଦର୍ଶନକାରୀଙ୍କୁ ପୋଲିସ ଗିରଫ କରି କ୍ୟାପିଟାଲ ଥାନାକୁ ନେଇଥିବାର ସୂଚନା ମିଳିଛି .

LEAVE A REPLY

Please enter your comment!
Please enter your name here