ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ହାଇୱା ଗାଡ଼ି ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ : ପ୍ରଶାସନର ପ୍ରତିଶୃତି ପାଇବା ପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଲା ରାସ୍ତାରୋକ ଆନ୍ଦୋଳନ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ।…

ଅପରାଧଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ସିଏମସି ୱାର୍ଡ – ୪ କର୍ପୋରେଟର ଙ୍କ ସ୍ୱାମୀ ଙ୍କର ଦବଙ୍ଗଗିରି !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଛନ୍ତି ମଶାଙ୍କୁ ନିପାତ କରିବା ପାଇଁ ! ମାତ୍ର…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ବକଟା ଜଙ୍ଗଲରୁ ଅଜଣା ବ୍ୟକ୍ତି ଙ୍କ ଶବ ଉଦ୍ଧାର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ ଅନ୍ତର୍ଗତ ଘୋଳାହାଣ୍ଡି ନିକଟରେ ଥିବା ବକଟା ଜଙ୍ଗଲରୁ ଜଣେ…

ଅପରାଧଆମ ରିପୋଟରକଟକଜିଲ୍ଲା

ନିଶ୍ଚିନ୍ତକୋଇଲି ଅଞ୍ଚଳରେ ବଢୁଛି କଳା ପଲସର ଆତଙ୍କ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏବେ ବଢ଼ିବାରେ ଲାଗିଛି , କଳା ପଲସର ର ଆତଙ୍କ !…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଇଟାମାଟି ଥାନା କୃଷ୍ଣପ୍ରସାଦ ରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ରେ ଜମିବାଡି ଶତ୍ରୁତାରୁ ଗୁଳିକାଣ୍ଡ । ଜଣେ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ପୋଲିସକୁ ଖୋଲା ଚ୍ୟାଲେଞ୍ଜ : ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ମାରିଲେ ମାଓବାଦୀ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବିଗତ ଦିନରେ ପୋଲିସ ମାଓବାଦୀଙ୍କୁ ମାରିବା ଏବଂ ଦୁଇ ଜଣ ଆତ୍ମସମର୍ପିତ ମାଓବାଦୀଙ୍କୁ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ବଜାର ମଧ୍ୟରେ ଲୁଟେରା ଙ୍କୁ ଗୋଡ଼ାଇ ଗୋଡ଼ାଇ କାବୁ କଲେ ହୋମଗାର୍ଡ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ମଙ୍ଗଳବାର ଦିନ ଜଣେ ମହିଳା ପରିବା ବ୍ୟବସାୟୀ ଙ୍କ…

ଅପରାଧଆମ ରିପୋଟରକଟକଜିଲ୍ଲା

ଦଣ୍ଡ ମୁକ୍ତ ଅଞ୍ଚଳରେ କଠୋର ଦଣ୍ଡ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସରକାର ଙ୍କ ନିୟମ ଅନୁସାରେ ସମସ୍ତ ଶିକ୍ଷନୁଷ୍ଠାନ ମାନଙ୍କୁ ଦଣ୍ଡ ମୁକ୍ତ କରାଯାଇଛି |…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଗୋରୁ ବୋଝେଇ କଣ୍ଟେନର କୁ ଅଟକାଇଲେ ବଜରଙ୍ଗ ଦଳ କର୍ମୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଜିନ୍ଦଲ କାରଖାନା ନିକଟରେ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ କଣ୍ଟେନର…

ଅପରାଧଆମ ରିପୋଟରକଟକଜିଲ୍ଲାନୟାଗଡ

ଖୋଲିଲା କଟକ ଏଲଆଇସି ଏଜେଣ୍ଟ ଙ୍କ ହତ୍ୟା ରହସ୍ୟ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା l ପ୍ରେମିକକୁ ମିଶି ହତ୍ୟା କଲେ…