ଆମ ରିପୋଟରଗଜପତିଜିଲ୍ଲା

ବ୍ୟାଟେରୀ ଚାଳିତ ସାଇକେଲ ତିଆରି କରି ଚର୍ଚ୍ଚାରେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତବର୍ଷରେ ବହୁ ଗୁଣଧାରୀ ଓ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି । ମୋହନା ବ୍ଲକର ହିଲଟପ…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ଚର୍ଚ୍ଚାରେ ଢେଙ୍କାନାଳ ଜୁବୁଲି ଟାଉନ କଲୋନୀ ସାହି !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଅନଲାଇନରେ ଶିଶୁ ଙ୍କ ଯୋୖନ ନିର୍ଯାତନା ଅଭିଯୋଗ ଆସିବା ପରେ ଏବେ ଚର୍ଚ୍ଚାକୁ ଆସିଛି…

ଆମ ରିପୋଟରଗଜପତିଜିଲ୍ଲା

ଦିବଂଗତ ସାମ୍ବାଦିକଙ୍କୁ ଶ୍ରଦ୍ଧାଞ୍ଜଳୀ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟରୁ ପ୍ରୋଜେକ୍ଟର ମେସିନ ଗାଏବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ମହାବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗତକାଲି ମହାବିଦ୍ୟାଳୟର…

ଆମ ରିପୋଟରକଟକଜିଲ୍ଲା

ପୁଣ୍ୟାତ୍ମା ଖତି ବେୱ।ଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ଚାରଣ ସଭା ଓ ବୃକ୍ଷରୋପଣ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଉପଖଣ୍ଡ ଡମପଡା ବ୍ଳକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ସ୍ନେହୀ , ଧର୍ମପରାୟଣ ମହିଳା…

ଆମ ରିପୋଟରକନ୍ଧମାଳଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଫୁଲବାଣୀ ଗସ୍ତକୁ ନେଇ ବିଜେଡିର ବୈଠକ !!!

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଚଳିତ ମାସ ୨୨ ତାରିଖରେ ଫୁଲବାଣୀ ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସାମ୍ବାଦିକ ଅଜିତ କୁମାର ସାହୁ , ଉତ୍କଳ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି ମନୋନୀତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜାତୀୟ ପ୍ରେସ ଦିବସରେ ‘ଉତ୍କଳ ସାମ୍ବାଦିକ ସଂଘ’, ଖୋର୍ଦ୍ଧା ଜିଲ୍ଲା ଶାଖାର କାର୍ଯ୍ୟକାରୀ ସଭାପତି…

ଅନୁଗୁଳଅପରାଧଆମ ରିପୋଟରଜିଲ୍ଲାଢେଙ୍କାନାଳ

ସାଧାରଣ ଲୋକଙ୍କୁ ପରଜଙ୍ଗ ଥାନା ଅଧିକାରିଣୀଙ୍କ ମାଡ ମାରିବା ଘଟଣା : ବିଜେପି ଯୁବମୋର୍ଚ୍ଚାର ଗଣଧାରଣା ।

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ସର୍ବସାଧାରଣ ସ୍ଥାନରେ ସାଧାରଣ ଲୋକଙ୍କୁ ପରଜଙ୍ଗ ଥାନା ଅଧିକାରିଣୀଙ୍କ ମାଡ ମାରିବା ଘଟଣା ଏବଂ…

ଆମ ରିପୋଟରକଟକଜିଲ୍ଲା

ବାଟବଣା ହୋଇଛି ସ୍ୱଚ୍ଛ ଭାରତ ମିଶନ : ପାଇଖାନା ଟଙ୍କା ହଡ଼ପ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବୁରଧର ବେହେରା : କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ପଞ୍ଚାୟତ ର କେନ୍ଦ୍ରସରକାର ଙ୍କ ସ୍ୱଚ୍ଛ ଭାରତ…