ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଦଶପଲ୍ଲାରେ ସାଧାରଣ ଲୋକଙ୍କ ପସନ୍ଦ – ରମେଶ ଚନ୍ଦ୍ର ବେହେରା !!!

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସାରା ଭାରତରେ ଆଦର୍ଶ ଆଚରଣ ଲାଗି ଗଲାଣି l ରାଜ୍ୟ ରାଜନୀତି ସରଗରମ…

ଆମ ରିପୋଟରଜିଲ୍ଲାବରଗଡ଼

ଚର୍ଦାପାଲି ଲୋକ ମହୋତ୍ସବରେ ନାଚିଲେ ପୂର୍ବତନ ବିଧାୟକ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଛତିଶଗଡ ସିମାନ୍ତ ବରଗଡ ଜିଲ୍ଲା ଚର୍ଦାପାଲି ମହିମା ମଣ୍ଡପ ଠାରେ ଲୋକ ମହୋତ୍ସବ ଅନୁଷ୍ଠିତ…

ଆମ ରିପୋଟରଜିଲ୍ଲାଯାଜପୁର

କାଳିଆପଣି ଥାନା ଅନ୍ତର୍ଗତ ଖଣି ଅଞ୍ଚଳରେ ପୁଲିସ ଓ ସିଆରପିଏଫ୍ ପକ୍ଷରୁ ଫ୍ଲାଗମାର୍ଚ୍ଚ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କାଳିଆପାଣି ଥାନା ଅନ୍ତର୍ଗତ ଖଣି ଅଞ୍ଚଳରେ ଆଇନ ଶୃଙ୍ଖଳା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ତ୍ରୟୋଦଶୀରେ ଛଅ ଶାସନର ନିମନ୍ତ୍ରଣ ଗ୍ରହଣ କଲେ ମା’ଭଗବତୀ : ଚତୁର୍ଦ୍ଦଶୀରୁ ଶାସନ ବାଡିରେ ଚ଼ାଚ଼େରୀ ଭୋଗ ଆରମ୍ଭ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ୱ କବିତା ଦିବସ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ବିଶ୍ୱ କବିତା ଦିବସ ଅବସରରେ ନୟାଗଡର ସମସ୍ତ ସାହିତ୍ୟlନୁଷ୍ଠାନର ଆବାହକତ୍ୱରେ ବିଶିଷ୍ଟ କବୟିତ୍ରୀ ତଥା…

ଆମ ରିପୋଟରଗଜପତିଜିଲ୍ଲା

କଂଗ୍ରେସ ଜିଲ୍ଲା ସଭାପତି ଉନ୍ମୋଚନ କଲେ କଂଗ୍ରେସର ଗ୍ୟାରେଣ୍ଟି ଇସ୍ତାହାର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ତଥା…

ଆମ ରିପୋଟରଜିଲ୍ଲାବରଗଡ଼

ଘର ହିଁ ବିଦ୍ୟାଳୟ ପ୍ରକଳ୍ପ ର ଚତୁର୍ଥ ପର୍ଯ୍ୟାୟ ଓ କଣ୍ଢେଇ ଦିବସ ପାଳିତ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗର ନୂତନ ଶିକ୍ଷାବର୍ଷ ପାଇଁ…

ଆମ ରିପୋଟରଜିଲ୍ଲାଯାଜପୁର

ମେସ୍କୋ ପ୍ଲାଣ୍ଟ ନିକଟରେ ବାଇକ କୁ ପିଟିଲା ଟ୍ରକ : ତିନି ମୃତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ମେସ୍କୋ ପ୍ଲାଣ୍ଟ ନିକଟରେ ବାଇକକୁ ପିଟିଲା ଟ୍ରକ । ଘଟଣା…