ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ରାଙ୍କିଆ ବୁରୁ ସାହିରେ ଗଣ୍ଡଗୋଳ : ଦୁଇ ମହିଳା ଗୁରୁତର ଆହତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁ ଗ୍ରାମପଞ୍ଚାୟତ ଅଧିନସ୍ଥ ରାଙ୍କିଆ ବୁରୁ ସାହିରେ ଗୁରୁବାର ଦିବା…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ସାଇବର ସଚେତନତା ଲୋଗୋ ଉନ୍ମୋଚିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ସାଇବର ସଚେତନତା…

ଅପରାଧଆମ ରିପୋଟରକଟକଜିଲ୍ଲା

କନ୍ତକାଇ ଉଆସପଲ୍ଲୀ କାଜୁ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କନ୍ତକାଇ ନିକଟସ୍ଥ ଉଆସପଲ୍ଲୀ କାଜୁ ଜଙ୍ଗଲରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ! ପାରିପାର୍ଶିକ…

ଆମ ରିପୋଟରକନ୍ଧମାଳଜିଲ୍ଲା

ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ ମହୋତ୍ସବ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ ସ୍ୱାଧୀନତାର ଅମୃତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ନିଆରା ମଣିଷ ଯୁବ ସମାଜସେବୀ ରବି ନାରୟଣ ପଟ୍ଟନାୟକ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମଣିଷକୁ ନିଜର ମହତ୍ କର୍ମ ଆଉ ସମାଜ ପ୍ରତି ତ୍ୟାଗ ସମୟ କ୍ରମେ ଆଦର୍ଶ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି କୁ ଅଣ୍ଡା ମାଡ଼ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀ ବିଗତ ପାଞ୍ଚ ବର୍ଷ ଧରି ସବୁବେଳେ ଚର୍ଚ୍ଚାରେ…

ଆମ ରିପୋଟରଗଜପତିଜିଲ୍ଲା

ସମଲେଇ ନୃତ୍ୟ କଳା ପରିଷଦ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ସଂସ୍କୃତି ପରିଷଦ ଓ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା…

ଆମ ରିପୋଟରଜିଲ୍ଲାଯାଜପୁର

କଳିଙ୍ଗନଗରରେ ମାଇନ୍ସରୁ ଆସୁଥିବା ଲୋଡ ଗାଡି ଗୁଡ଼ିକୁ ଛେକିଲେ ସ୍ଥାନୀୟ ଗାଡି ମାଲିକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଖଣି ଅଞ୍ଚଳରେ ମାଲ ଲୋଡ଼ିଂ ସମସ୍ୟାକୁ କେନ୍ଦ୍ର କରି କଳିଙ୍ଗନଗର ସ୍ଥିତ ଛକ…

ଆମ ରିପୋଟରଜିଲ୍ଲାଯାଜପୁର

ଅଭୟପୁର ଗ୍ରାମରେ ନିଶା ନିବାରଣ ଅଭିଯାନ ଅନୁଷ୍ଠିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ ଅଭୟପୂର ଗ୍ରାମରେ ଓଳିଆ ଗ୍ରାମପଞ୍ଚାୟତ ତରଫରୁ ନିଶା ନିବାରଣ ଅଭିଯାନ…