ଆମ ରିପୋଟରକଟକଜିଲ୍ଲା

ମାଟି କୁ ନମନ ଵିଁରୋ କା ବନ୍ଧନ କାର୍ଯ୍ୟକ୍ରମ !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଟାଙ୍ଗୀ ଚୌଦ୍ବାର ବ୍ଲକ ଅନ୍ତର୍ଗତ ଗରୁଡ଼ ଗାଁ ପଞ୍ଚାୟତ ଅଧିନସ୍ଥ ବିଶ୍ଵନାହାକାଣୀ ଉଚ୍ଚ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦା ଥାନାରେ ଦୁଇ ଜଣ ଅଚିହ୍ନା ଫେରିବାଲା ଅଟକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳରେ ଦୁଇଜଣ ଅଚିହ୍ନା ବ୍ୟକ୍ତି ନମ୍ବର ବିହୀନ ବାଇକ ଯୋଗେ ବ୍ୟବସାୟ…

ଆମ ରିପୋଟରକଟକଜିଲ୍ଲା

ଇଂ.ଗୋପାଳ କୃଷ୍ଣ ଦାସଙ୍କ ମାନଵୀୟ କାର୍ଯ୍ୟ : ୪୩ ବର୍ଷ ବୟସରେ ୫୬ ଥର ରକ୍ତଦାନ ସହ ଶିଶୁ କର୍କଟ ରୋଗୀଙ୍କ ସେବାରେ ସମର୍ପିତ !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସେବା କଥା ଆସିଲେ ଆମର ସବୁ ମହାପୁରୁଷ ଙ୍କ ଜୀବନୀ ଆଦର୍ଶ କଥା…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ର ଦ୍ୱିତୀୟ ବାର୍ଷିକ ଉତ୍ସବ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସାମ୍ବାଦିକ ସଂଘ ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ସୁବୁଦ୍ଧି ପାଟଣା ରେଲୱେ ଗେଟ ନିକଟରେ ଅବକାରୀ ଚଢ଼ାଉ : ବିପୁଳ ପରିମାଣର ଦେଶୀ ମଦ ଜବତ – ତିନି ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ, ବାଣପୁର, ଚିଲିକା ଅଞ୍ଚଳରେ ଚୋରା ଦେଶୀ ମଦ…

ଆମ ରିପୋଟରକଟକଜିଲ୍ଲା

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା !!!

କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : କଳାପଥର ଏବଂ ଧଳାପଥର ଅଞ୍ଚଳର ଭାରତୀୟ ଜନତା ଯୁବମୋର୍ଚ୍ଚା କର୍ମୀ ଙ୍କ ଦ୍ୱାରା ନୂତନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ମରଣକୁ ହାତ ଠାରି ଡାକୁଛି ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ : ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକେ !!!

ନାଚୁଣୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ମରଣକୁ ହାତ ଠାରି ଡାକୁଛି ନାଚୁଣୀ ନିକଟସ୍ଥ କଉଡ଼ିଖଣି ଛକ ! ଅଧାପନ୍ତରିଆ ଅବସ୍ଥାରେ…

ଆମ ରିପୋଟରକନ୍ଧମାଳଜିଲ୍ଲା

ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଅଧିକ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଥାନା ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା : ଅଭିଯୁକ୍ତ ଗିରଫ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ଯୁବକଙ୍କୁ ପିଟି ପିଟି ମାରି ଦିଆଯାଇଥିବା ନେଇ ବାଣପୁର ଥାନାରେ ହୋଇଛି ଅଭିଯୋଗ…