ଆମ ରିପୋଟରଜିଲ୍ଲାନୟାଗଡ

ଦୁର୍ଗାପ୍ରସାଦ ଗ୍ରାମରେ ମହାସମାରୋହରେ ଚାଲିଛି ମହାବୀର ଏବଂ ଜଳେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ନିକଟସ୍ଥ ଦୁର୍ଗାପ୍ରସାଦ ଗ୍ରାମରେ ଅତି ଧୂମାଧମରେ ନୂତନ ମହାବୀର ଏବଂ ଜଳେଶ୍ୱର ମହାଦେବଙ୍କ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଜଳସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ଡେରାବିଶ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡରେ ବିଜେପିର ସେବା ସପ୍ତାହ ! ସମସ୍ତଙ୍କ ସୁଖଦୁଃଖ ରେ ମୁଁ ଅଛି – ପ୍ରତ୍ୟୁଷା ରାଜେଶ୍ୱରୀ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡରେ ବିଜେପିର ସେବା ସପ୍ତାହ ! କାର୍ଯ୍ୟକ୍ରମ ଅବସରରେ ସମସ୍ତଙ୍କ ସୁଖ ଦୁଃଖ ରେ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

୩୦ ଲକ୍ଷରୁ ଉର୍ଦ୍ଧ ଟଙ୍କାର ପାଇପ ଜବତ : ୯ ଅଟକ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପୋଲିସ ଏକ ବଡ଼ ଚୋରା ରାକେଟକୁ ଧରିବାରେ ସଫଳ ହୋଇଥିବା ବେଳେ ଏହି…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ଅବକାରୀ ବିଭାଗକୁ ବହୁତ ଦିନ ପରେ ମିଳିଛି ବଡ ସଫଳତା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦୀର୍ଘ ଦିନର ବ୍ୟବଧାନ ପରେ ନୟାଗଡ ଅବକାରୀ ବିଭାଗକୁ ମିଳିଲା ବଡ ସଫଳତା !…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଡ଼. ସୁବାରାଓ ଙ୍କ ଜୟନ୍ତୀ ରେ ରକ୍ତଦାନ ଶିବିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ଗାନ୍ଧୀବାଦୀ ଓ ସର୍ବୋଦୟ ନେତା ଡ. ଏସ୍ ଏନ୍ ସୁବାରାଓ ଙ୍କ ଜୟନ୍ତୀ…

ଆମ ରିପୋଟରଜିଲ୍ଲାନୟାଗଡ

ହେ କଲେକ୍ଟର ବାବୁ .. ମୋ ଗୁହାରି ଶୁଣ l ମୁଁ କଥା କହି ପାରୁନି , ହେଲେ ମୋ ଯନ୍ତ୍ରଣା ଟିକେ ଦେଖ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ହେ କଲେକ୍ଟର ବାବୁ ନମସ୍କାର, ମୋ ଗୁହାରି ଶୁଣ l ପକ୍କାଘର ଟିଏ ଦେବେ…

ଆମ ରିପୋଟରଜିଲ୍ଲାରାୟଗଡା

ବହୁ ଆଡମ୍ବରରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ !!!

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ଦିବସ ମୂର୍ତ୍ତିକ ସଂଗକ୍ଷଣ ଜଳ ବିଭାଜିକା…

ଆମ ରିପୋଟରକଟକଜିଲ୍ଲା

ହକ ପାଇଁ କଟକ ମହାନଗର ନିଗମକୁ ଘେରିଲେ ସଫେଇ କର୍ମଚାରୀ ମହାସଂଘ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ନିଜ ହକ ପାଇଁ କଟକ ମହାନଗର ନିଗମକୁ ଘେରିଲେ ସଫେଇ କର୍ମଚାରୀ ମହାସଂଘ !…