ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ରେ ସାମାଜିକ ଶୃଙ୍ଖଳା ଆଉ ମହତ ପରିବେଶ ସୃଷ୍ଟି ନେଇ ଜନ ଚେତନା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ବନ୍ଦର ନଗରୀ ପାରାଦୀପର ମୁଖଶାଳା ପାଲଟିଛି ମୁକ୍ତାକାଶ ମଧୁଶାଳା ! ପାରାଦୀପ ସହରର ମୁଖଶାଳା…

ଆମ ରିପୋଟରକଟକଜଗତସିଂହପୁରଜିଲ୍ଲାଯାଜପୁର

ଜଗତସିଂହପୁର ରେ ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା, କିଟ୍ ଓ ରିଲିଫ ବଣ୍ଟନ : ଚଣ୍ଡୀପୁରରେ ସଚେତନତା କର୍ମଶାଳା !!!

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱରୁ ମହାମାରୀ କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ଲୋପ ପାଇନାହିଁ l ଏବେବି…

ଆମ ରିପୋଟରଜଗତସିଂହପୁରଜିଲ୍ଲା

କଳିଙ୍ଗ ବାଲିଯାତ୍ରା ପାଇଁ ଭୂମିପୂଜା ଉତ୍ସବ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କଳିଙ୍ଗ ବାଲିଯାତ୍ରା ପାଇଁ ଆଜି ଅନୁଷ୍ଠିତ ହୋଇଯାଇଛି ଭୂମି ପୂଜନ କାର୍ଯ୍ୟକ୍ରମ | ପାରାଦୀପ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସହିତ ଯୋଡିହେଲା ଆୟୁର୍ବେଦ ଚିକିତ୍ସା ଏବଂ ଯୋଗ କାର୍ଯ୍ୟକ୍ରମ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସହିତ ଆଜିଠାରୁ ଯୋଡ଼ିହେଲା ଆୟୁର୍ବେଦ ଚିକିତ୍ସା ସହିତ ଯୋଗ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

କେନ୍ଦ୍ରୀୟ ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପ ନୂଆବଜାର ସ୍ଥିତ କେନ୍ଦ୍ରୀୟ ଶ୍ରମ ଅଧିକାରିଣୀ ଙ୍କ କାର୍ଯ୍ୟାଳୟ ଆଗରେ ଥାଳି ତାଟିଆ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ଯୁବ ପରିବେଶବିତ ଡ଼ .ଅୟସକାନ୍ତ ରାୟଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସବଡିଭିଜନାଲ୍ ଆୱାର୍ଡ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପର ଯୁବ ପରିବେଶବିତ ଡ଼ .ଅୟସକାନ୍ତ ରାୟ ଙ୍କୁ ମିଳିଲା ବିଜୁ ପଟ୍ଟନାୟକ ସବଡିଭିଜନାଲ୍…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପ୍ରିୟବନ୍ଧୁ ପକ୍ଷରୁ ଆଲୋଚନାଚକ୍ର ଓ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : କୁଜଙ୍ଗର ଅଗ୍ରଣୀ ସାହିତ୍ୟ ,ସଂସ୍କୃତି ଓ ସାମାଜସେବା ଅନୁଷ୍ଠାନ ପ୍ରିୟବନ୍ଧୁ ପକ୍ଷରୁ ଏକ ଆଲୋଚନାଚକ୍ର…

ଆମ ରିପୋଟରଜଗତସିଂହପୁରଜିଲ୍ଲାରାଜ୍ୟ

ଓଡ଼ିଶାର ସ୍କୁବା ଡ୍ରାଇଭର ସବୀର ବକ୍ସ ସମ୍ବର୍ଦ୍ଧିତ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଓଡ଼ିଶା ର ସ୍କୁବା ଡ୍ରାଇଭର ସବୀର ବକ୍ସଙ୍କୁ ନେହେରୁ ବଙ୍ଗଳା ସମୁଦ୍ର କୂଳରେ ସମ୍ବର୍ଦ୍ଧିତ…

ଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପ ରେ ଗାନ୍ଧୀ ଜୟନ୍ତୀ ପାଳିତ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଜୟନ୍ତୀ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ…