ଆମ ରିପୋଟରଜିଲ୍ଲାଯାଜପୁର

ସୁକିନ୍ଦାଗଡ଼ରେ 23 ତମ ରାବଣ ପୋଡ଼ି ଆୟୋଜିତ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ରେ ବିଜୟା ଦଶମୀ ଅବସରରେ 23 ତମ ରାବଣ ପୋଡ଼ି କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ…

ଆମ ରିପୋଟରଜିଲ୍ଲାଦେଶବିଦେଶଯାଜପୁର

ବାଂଲାଦେଶରେ ଚିନ୍ମୟ ଫାଉଣ୍ଡେସନର ଶାରଦୀୟ ଦୁର୍ଗାପୂଜା ଓ ପଞ୍ଚ ଦିବସୀୟ ସାଂସ୍କୃତିକ କାର୍ଯ୍ୟକ୍ରମ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅସତ୍ୟ ଉପରେ ସତ୍ୟର ବିଜୟ , ଏହି ଉକ୍ତିକୁ ପ୍ରତିପାଦିତ କରିବା ପାଇଁ ହିନ୍ଦୁ…

ଆମ ରିପୋଟରଜିଲ୍ଲାଯାଜପୁର

ଭିସିଆଇ କମ୍ପାନୀ କାର୍ଯ୍ୟକୁ ନେଇ ଦାନଗଦି ଭବନରେ ଜନ ଶୁଣାଣିରେ କମ୍ପାନୀ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭିସିଆଇ କମ୍ପାନୀ କାର୍ଯ୍ୟକୁ ନେଇ ଦାନଗଦି ଭବନରେ ଜନ ଶୁଣାଣିରେ କମ୍ପାନୀ କାର୍ଯ୍ୟକୁ ସ୍ଥାନୀୟ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଜିନ୍ଦଲ କମ୍ପାନୀ ନାଁରେ ମହାଭିଯୋଗ : ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି ଗୁମର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ସ୍ଥିତ ଜିନ୍ଦଲ କମ୍ପାନୀର ସୁରକ୍ଷା କର୍ମୀଙ୍କ ଗାଡି ମାଲିକଙ୍କ ଉପରେ ଦବଙ୍ଗଗିରି ଏବେ…

ଆମ ରିପୋଟରଜିଲ୍ଲାଯାଜପୁର

କଳିଙ୍ଗନଗର ସ୍ଥିତ ବିଭିନ୍ନ କମ୍ପାନୀ ପରିଦର୍ଶନ କରିଛନ୍ତି ବିଧାନସଭା ଗୃହ କମିଟି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଧାନସଭା ଗୃହ କମିଟିର ପରିବେଶ ଯାଞ୍ଚ କମିଟିର ସଦସ୍ୟ ମାନେ କଳିଙ୍ଗନଗର ସ୍ଥିତ ବିଭିନ୍ନ…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଜାମୁପଶି ଗ୍ରାମରେ ଚୋରୀ : ସନ୍ଧାନୀ କୁକୁର ଦ୍ଵାରା ତଦନ୍ତ ଜାରି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶି ବାସିନ୍ଦା ଚିନ୍ମୟ ପୁହାଣଙ୍କ ଘରୁ ଚୋରି ହୋଇଥିବା ନେଇ…

ଆମ ରିପୋଟରଜିଲ୍ଲାଦେଶବିଦେଶଯାଜପୁର

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବାଂଲାଦେଶରେ ଅନୁଷ୍ଠିତ ହେବ ପଞ୍ଚଦିବସୀୟ ଶାରଦୀୟ ମହୋତ୍ସବ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଜାତି,…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା ଚାରି ଟି ଘର ମଧ୍ୟରୁ ଚୋରି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ସ୍ଥିତ ନୀଳାଚଳ କଲୋନୀ ମଧ୍ୟରେ ଥିବା 4 ଟି…

ଆମ ରିପୋଟରଜିଲ୍ଲାଯାଜପୁର

ବାଲି ବୋଝେଇ ଟ୍ରାକ୍ଟର ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଗୁରୁତର !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ହରିପୁର ପାଖ ରାସ୍ତାରେ ଏକ ବାଲି ବୋଝେଇ ଟ୍ରାକ୍ଟର ସହ…

ଆମ ରିପୋଟରଜିଲ୍ଲାଯାଜପୁର

ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନି ସରକାରୀ ଯୋଜନା !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଗରିବ ଅସହାୟ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି l ବାସ୍ତବରେ କିନ୍ତୁ ପ୍ରକୃତ…