ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପର୍ବ ପାଳନ କଲେ ପ୍ରଦୀପ ସେବା ଟ୍ରଷ୍ଟର ସଦସ୍ୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ହେଉଛି ଏକ ବନ୍ଧନ ଭାଇ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ପାଟଣା ସାହି ଗ୍ରାମର କୁନି ପ୍ରତିଭା ଚିନ୍ମୟୀ ମହାପାତ୍ର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପାଟଣା ସାହି ଗ୍ରାମର କୁନି ପ୍ରତିଭା ଚିନ୍ମୟୀ ମହାପାତ୍ର ,…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବଡ଼ ଧରଣର ଗୋ ଚାଲାଣ ଯୋଜନା ପଣ୍ଡ : ବାଲୁଗାଁ ଏସଡିପିଓଙ୍କ ନେତୃତ୍ଵରେ ଶହେରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରକ୍ଷା ବନ୍ଧନରେ ଗୋରୁଙ୍କୁ ଉଦ୍ଧାର କଲା ପୋଲିସ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାନୟାଗଡରାଜ୍ୟ

ମାଆ ଛେଉଣ୍ତ ଦୁଇଶିଶୁ ଙ୍କୁ ସହାୟତା କଲେ – ସଲିମ୍ ଇବ୍ରାହିମ୍ ଏବଂ ସ୍ବାଗତୀକା ପଣ୍ତା !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ମାଆ ଛେଉଣ୍ତ ଦୁଇ ଶିଶୁ ପଖାଳ ପାଇଁ ବାର ଦୁଆର ବୁଲୁଛନ୍ତି, ଅଇଁଠା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ରାଜ୍ୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ କାର୍ଯ୍ୟାଳୟ ସମୁଖ ରାସ୍ତାର କଦର୍ଯ୍ୟ ଅବସ୍ଥା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ରାଜଧାନୀର ରାସ୍ତା ଉପରେ ଅଳିଆ ପକାଉଥିବା ଲୋକଙ୍କୁ ମେୟର ନାଲିଆଖି ଦେଖାଉଥିବାର ଦୃଶ୍ୟ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସ୍ବାମୀ, ପିଲା ଛୁଆ କୁ ଛାଡି ଫେରାର ହୋଇଥିବା ମହିଳାଙ୍କୁ ଧରି ପକେଇଲେ ପରିବାର ଲୋକେ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଦେଖିବାକୁ ମିଳିଛି ପରକୀୟା ପ୍ରୀତି ର କରୁଣ ପରିଣତି ।…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆଜାଦି କି ଅମୃତ ମହୋତ୍ସବ : ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ସାଇକେଲ ଶୋଭାଯାତ୍ରା !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜାଦି କି ଅମୃତ ମହୋତ୍ସବ ପାଳନ ଅବସରରେ ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର…

Breaking newsଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାଦେଶବିଦେଶପୁରୀରାଜ୍ୟସ୍ମାର୍ଟ ସିଟି

ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସତର୍କ ସୂଚନା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମୁଦ୍ର ଭିତରକୁ ପ୍ରବେଶ ନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସତର୍କ ସୂଚନା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ଚିଲିକା ଢ଼ାବା ନିକଟରେ ସଡ଼କ ଦୁର୍ଘଟଣା : ବାଇକ ଚାଳକ ମୃତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚିଲିକା ଢ଼ାବା ନିକଟସ୍ଥ ନୂଆଗଡ଼ ଓଭରବ୍ରିଜ ଠାରେ…