ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଆଇନ ର ଅଡୁଆ ଜାଲ : ବିନା ଦୋଷରେ ୧୨୧ ଦିନ ହେଲା ଜେଲରେ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗଣତନ୍ତ୍ରର ତିନି ସ୍ତମ୍ବ ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ବ ହେଉଛି ନ୍ୟାୟପାଳିକା ! ପ୍ରଶାସନିକ ଅବହେଳା…

ଆମ ରିପୋଟରଜିଲ୍ଲାନୟାଗଡ

ଶ୍ରୀରାମକୃଷ୍ଣ – ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଓ ଅଙ୍ଗଦାନ ପଞ୍ଜୀକରଣ କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଖଣ୍ଡପଡ଼ା ରୋଡ ସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୧…

ଆମ ରିପୋଟରଜିଲ୍ଲାନୟାଗଡ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଚାଷୀଙ୍କର ସଫା, ଶୁଖିଲା, ଭଲ ଧାନ କୁ ବିନା କଟନି ଛଟନିରେ କିଣା ଯିବା…

ଆମ ରିପୋଟରଜିଲ୍ଲାନୟାଗଡ

ବାଲୁଗାଁ ରେ ନୟାଗଡ ବିଜେପି ର ସାଙ୍ଗଠନିକ କାର୍ଯ୍ୟକ୍ରମ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ , ବାଲୁଗାଁ ରେ ଭାରତୀୟ ଜନତା ପାର୍ଟି ତରଫରୁ ଆୟୋଜିତ ହୋଇଯାଇଛି ଏକ…

ଆମ ରିପୋଟରଜିଲ୍ଲାନୟାଗଡ

ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଓଡିଶା ସାମ୍ବାଦିକ ୟୁନିଅନ ନୟାଗଡ଼ ଶାଖାର ନୂତନ କାର୍ଯ୍ୟକର୍ତ୍ତା ଚୟନ ଏବଂ ସାଧରଣ ଅଧିବେଶନ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ରେ ଚାରି ବିଧାୟକ ଏକାଦଶ ମଧ୍ୟରେ ଫୁଟବଲ ମ୍ୟାଚ ଅନୁଷ୍ଠିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ପୋଲିସ ପଡିଆ ରେ ଆଜି ନୟାଗଡ଼ ଜିଲ୍ଲାର ୪ ଜଣ ବିଧାୟକଙ୍କ ନେତୃତ୍ୱରେ…

ଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ଼ ରେ CITU ନେତୃତ୍ବରେ ‘ ସ୍କିମ ‘ ଶ୍ରମିକଙ୍କ ପ୍ରତିବାଦ ସଭା !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସି.ଆଇ.ଟି.ୟୁ. ଡ଼ାକରାରେ ଆଜି ଦେଶ ବ୍ୟାପି ଅନୁଷ୍ଠିତ ସ୍କିମ ଶ୍ରମିକଙ୍କ ଦାବୀ ଦିବସରେ ନୟାଗଡ଼…