ମା ଚର୍ଚ୍ଚିକା ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପ୍ରସିଦ୍ଧ ଶକ୍ତି ପୀଠ ବାଙ୍କୀ ର ମା ଚର୍ଚ୍ଚିକା କ୍ଷେତ୍ରରେ ମା ଙ୍କ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି ! ଚଳିତ ମାସ ଆଠ ତାରିଖରୁ ଦଶ ତାରିଖ ଯାଏଁ ମହାନଦୀର ରେଣୁକା ଘାଟରେ ମା ଙ୍କର ଭଉଁରୀ ଖେଳ ଏବଂ ଚନ୍ଦନ ଯାତ୍ରା ଆୟୋଜନ ପାଇଁ ହେଉଥିବାର ମନ୍ଦିର ପ୍ରଶାସନ ଏବଂ ସେବାୟତ ଙ୍କ ଠାରୁ ସୂଚନା ମିଳିଛି !

Leave a Reply

Your email address will not be published. Required fields are marked *