ଆମ ରିପୋଟରକନ୍ଧମାଳଜିଲ୍ଲାରାଜନୀତିରାଜ୍ୟ

ଚତୁର୍ଥ ଦିନରେ ବିଜେଡି ର ଚକ୍ରମଣି ବିରାଟ ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ପ୍ରବଳ ରୌଦ୍ର ତାପ ସତ୍ବେ ହଜାର ହଜାର ସମର୍ଥକଙ୍କ ଗହଣ ରେ ଏକ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଏଥର ଦଳ କି ଚିହ୍ନ ନୁହେଁ // ଭଲ ବ୍ୟକ୍ତି ଦେଖି ଭୋଟ ଦେବୁ – କବିନ୍ଦ୍ର ସିଂହ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରାଜନୀତି ରେ ସବୁ ଦିନ ଆସୁଛି ନୂଆ ନୂଆ ଟ୍ଵିଷ୍ଟ ! କେତେବେଳେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଚାରିଦ୍ୱାର ନଖୋଲି ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଭକ୍ତଙ୍କୁ ଯନ୍ତ୍ରଣା ଦେଉଛନ୍ତି : ଅନିଲ ବିଶ୍ୱାଳ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରରେ ଚାରି ଦ୍ୱାରର ଧାର୍ମିକ ମହତ୍ୱ ରହିଛି । କେବଳ ସେତିକି…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ନିଶ୍ଚିନ୍ତ – ଅନିଲ ବିଶ୍ୱାଳ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ନବୀନ ସରକାରର ଇଞ୍ଜିନ ପୁରୁଣା ହୋଇଗଲାଣି l ପ୍ରବଳ ପଲ୍ୟୁସନ କରୁଛି l ଓଡିଶାକୁ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଚିଲିକା ରେ ବିଜୁ ଜନତା ଦଳ ର ମିଶ୍ରଣ ପର୍ବ !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ରାମପୁର ରୋଡ ସ୍ଥିତ ବିଜୁଜନତା ଦଳ କାର୍ଯ୍ୟାଳୟରେ ବିଜୁଜନତା ଦଳ ପକ୍ଷରୁ ଏକ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଭୁବନେଶ୍ୱର ମଧ୍ୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ଜେନା ଓ ସାଂସଦ ପ୍ରାର୍ଥୀ ୟାସିର୍ ନୱ।ଜ୍ ଙ୍କ କର୍ମୀ ସମ୍ମିଳନୀ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଗତ ଦୁଇଟି ନିର୍ବାଚନରେ ଲାଗୁଥିଲା ଯେମିତି କଂଗ୍ରେସ ଶୋଇଯାଇଛି ! 2019 ସାଧାରଣ ନିର୍ବାଚନ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଭାଡ଼ିକିଳା ଏବଂ ଗିରିଡିପଲ୍ଲୀ ପଞ୍ଚାୟତ ରେ କଂଗ୍ରେସ କର୍ମୀ ସମ୍ମିଳନୀ : ଶତାଧିକ ବିଜେପି , ବିଜେଡି କର୍ମୀ କଂଗ୍ରେସ ରେ ସାମିଲ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡଗାଁ ବ୍ଲକ ଗିରିଡିପଲ୍ଲୀ ପଞ୍ଚାୟତ ରେ କଂଗ୍ରେସ କର୍ମୀ ସମ୍ମିଳନୀ ରେ ଗିରିଡିପଲ୍ଲୀ, ଡହଙ୍ଗି,…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ଆଠ ଆସନ ପାଇଁ ବିଜେପି ର ବିଧାୟକ ପ୍ରାର୍ଥୀ ତାଲିକା : ଖୋର୍ଦ୍ଧା ରୁ ପ୍ରଶାନ୍ତ ଜଗଦେବ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଆଠ ଆସନ ପାଇଁ ବିଜେପି ର ବିଧାୟକ ପ୍ରାର୍ଥୀ ତାଲିକା ଘୋଷିତ ! ଖୋର୍ଦ୍ଧା…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ବାଙ୍କୀ କଂଗ୍ରେସ ର ସାଙ୍ଗଠନିକ ବୈଠକ !!!

ବୈଦେଶ୍ଵର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବାଙ୍କୀ ବ୍ଲକ ସ୍ଥିତ ବୈଦେଶ୍ଵର ପଂଚାୟତ ର ରାମନାଥଙ୍କ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସ ର…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜନୀତିରାଜ୍ୟ

ବିଜେଡି କର୍ମୀ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଲେନି କର୍ମୀ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମଞ୍ଚରେ ନେତା, ତଳେ ଚେୟାର ଫାଙ୍କା । ପାଟକୁରାରେ ଦିନକୁ ଦିନ ବଢ଼ିବାରେ…