ଆମ ରିପୋଟରଜିଲ୍ଲାପୁରୀ

ନେତାଙ୍କ ଗାଁକୁ ନାହିଁ ରାସ୍ତା : ଅଭିଯୋଗ ଆଣିଲେ ଗ୍ରାମବାସୀ !!!

ସତ୍ୟବାଦୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ ଗଡ଼ସାନପୁଟ ଗ୍ରାମର ଛୋଟିଯୋଡ଼ି…

ଆମ ରିପୋଟରଗଜପତିଜିଲ୍ଲା

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଓ ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସ ପାଳିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠରେ ବିଶ୍ୱ ହିନ୍ଦୁ…

ଆମ ରିପୋଟରଜିଲ୍ଲାବରଗଡ଼

ଟାଟା ପାୱାର ମନମାନି ବିରୁଦ୍ଧରେ ପୁଣି ଆନ୍ଦୋଳନ ଚେତାବନୀ !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଟାଟା ପାୱାର ମନମାନି ବିରୁଦ୍ଧରେ ପୁଣି ଆନ୍ଦୋଳନ ଚେତାବନୀ ! ଏଥର ସୋହେଲା ଘେଁସ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ଷ୍ଟେଟବ୍ୟାଙ୍କ ରୁ ଲୋନ କରାଇ ଦେବା ନାମରେ ଆଦିବାସୀ ଲୋକଙ୍କ ଠାରୁ ଟଙ୍କା ଆତ୍ମସାତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ଷ୍ଟେଟବ୍ୟାଙ୍କ ରୁ ଲୋନ କରାଇ ଦେବା ନାମରେ ଆଦିବାସୀ ଲୋକଙ୍କ ଠାରୁ ଟଙ୍କା ଆତ୍ମସାତ…

ଆମ ରିପୋଟରଜିଲ୍ଲାବରଗଡ଼

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ଜିଲ୍ଲା ପାଇକମାଳ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ…

ଅପରାଧଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ଧାନ ବିଲରେ ଅଜଣା ମୃତ ଦେହ ଠାବ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଡାଳିଜି ଗ୍ରାମର ହରିଜନ ସାହି ନିକଟରେ…

ଆମ ରିପୋଟରଜିଲ୍ଲାବରଗଡ଼

ମେଲଚ୍ଛାମୁଣ୍ଡା ସରସ୍ବତୀ ଶିଶୁମନ୍ଦିର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ ହାସଲ !!!

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ ଜିଲ୍ଲା ମେଲଚ୍ଛାମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ତିନି ଜଣ ଛାତ୍ର ଛାତ୍ରୀ…

ଆମ ରିପୋଟରଗଜପତିଜିଲ୍ଲା

ସମସ୍ୟା ଘେରରେ ସର୍ବ ପୁରାତନ ପାରଳା ପୌର ପରିଷଦ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସମସ୍ୟା ଘେରରେ ସର୍ବ ପୁରାତନ ପାରଳା ପୌର ପରିଷଦ । ଆଗକୁ ପାରଳାଖେମୁଣ୍ଡି ପାରଳା…

ଆମ ରିପୋଟରଗଜପତିଜିଲ୍ଲା

ପବିତ୍ର ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ବଳରାମ ଅବତାର ଦେଖିବାକୁ ଭକ୍ତଙ୍କ ସମାଗମ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପବିତ୍ର…

ଅପରାଧଆମ ରିପୋଟରଜିଲ୍ଲାଯାଜପୁର

ସଂଖ୍ୟାଲଘୁ ଙ୍କ କବଜାରେ ହିନ୍ଦୁ ଦେବା ଦେବୀଙ୍କ ଜମି !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦାଗଡ଼ ଏକ ରାଜ ରାଜୁଡା ଗଡ଼ ଏବଂ ସୁକିନ୍ଦାରେ ବହୁ ଦେବା ଦେବୀଙ୍କ ସହ…