ଆମ ରିପୋଟରଗଜପତିଜିଲ୍ଲା

ଘରେ ଘରେ ତ୍ରିରଙ୍ଗା ଅଭିଯାନ : ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମ୍ପର୍କିତ ଏକ…

ଅପରାଧଆମ ରିପୋଟରଜିଲ୍ଲାନୟାଗଡ

ନୟାଗଡ ରେ ବସ ଡ୍ରାଇଭର ଏବଂ ମହିଳା କଣ୍ଡକ୍ଟର ଙ୍କୁ ଆକ୍ରମଣ !!!

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ବସଷ୍ଟାଣ୍ଡରେ ଦୁର୍ବୁତ୍ତ ଙ୍କ ଉନ୍ମତ୍ତ କାଣ୍ଡ ! ଧଳା ଜହର ସେବନ କରି…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ କରିବା ଅଭିଯୋଗରେ ଯୁବକ ଗିରଫ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଜଣେ ୨୮ ବର୍ଷୀୟ ଯୁବକ ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଶେଷରେ…

ଆମ ରିପୋଟରଜିଲ୍ଲାବରଗଡ଼

ବରଗଡ଼ ରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ : ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା !!!

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ , ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

କୋଣାର୍କ କ୍ୟାନସର ଫାଉଣ୍ଡେସନ୍ ତରଫ ରୁ କୃତିମ ଅଙ୍ଗ ବଣ୍ଟନ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ତରଫ ରୁ ଏମ୍ସ, ଭୁବନେଶ୍ବର ସହିତ ସମନ୍ଵୟ ରକ୍ଷା କରି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗୋଦାବରୀଶ ମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ମହାବିଦ୍ୟାଳୟ ରେ ହର୍ ଘର୍ ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ! ହର୍ ଘର୍…

ଆମ ରିପୋଟରଗଜପତିଜିଲ୍ଲା

ଗଜପତି ଜିଲ୍ଲା ର ନୂତନ ଜିଲ୍ଲାପାଳ ଭାବେ ବିଜୟ କୁମାର ଦାଶ ଙ୍କ କାର୍ଯ୍ୟରେ ଯୋଗଦାନ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ, ଭା.ପ୍ର.ସେ. ଆଜି…

ଆମ ରିପୋଟରକଟକଜିଲ୍ଲା

ଯାଦବ ମହାସଭା ପକ୍ଷରୁ ସ୍ବର୍ଗତ ଚିତ୍ତରଞ୍ଜନ ବେହେରାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଂଜଳି !!!

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଵୟାଳିଶମୌଜା ଯାଦବ ମହାସଭା ପକ୍ଷରୁ ନହରପଦା ନିବାସୀ ସ୍ଵର୍ଗତ ଚିତ୍ତରଞ୍ଜନ ବେହେରାଙ୍କ ଏକାଦଶାହରେ…

ଆମ ରିପୋଟରଗଜପତିଜିଲ୍ଲା

ଗୁରାଣ୍ଡି ଗ୍ରାମ ଠାରୁ ଉପଲଡା କୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗୁରାଣ୍ଡି ଗ୍ରାମ ଠାରୁ ଉପଲଡା କୁ ସଂଯୋଗ କରୁଥିବା ରାସ୍ତା ପାଲଟିଛି ମରଣ ଯନ୍ତା,…