ଆମ ରିପୋଟରଖୋର୍ଦ୍ଧାଜିଲ୍ଲାସ୍ମାର୍ଟ ସିଟି

ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳି ଉଠୁଛି ଶ୍ରୀ ଲିଙ୍ଗରାଜ ମନ୍ଦିର !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ଦେବ ଦେବ ମହାଦେବଙ୍କ ପର୍ବ ଜାଗର ! ରାତ୍ରୀ ଉଜାଗର ର ପର୍ବ…

ଆମ ରିପୋଟରଗଜପତିଜିଲ୍ଲା

ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସ୍କୁଲ୍ ପିଲାମାନଙ୍କୁ ବ୍ୟାଗ ବିତରଣ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ନୂତନ କୋର୍ଟ ଛକ ନିକଟରେ ଥିବା ୧୬…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ରୁ ବିଦେଶାଗତ ଅତିଥି ପକ୍ଷୀଙ୍କ ଘର ବାହୁଡ଼ା !!!

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଥିଲା ନୀଳାମ୍ବୁ ଚିଲିକା ! ଗ୍ରୀଷ୍ମର ଆଗମନରେ…

ଆମ ରିପୋଟରଗଜପତିଜିଲ୍ଲା

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପାରଳା ସହର ଚଳଚଞ୍ଚଳ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ ମହାଶିବରାତ୍ରି ଉପଲକ୍ଷେ ଭକ୍ତଙ୍କ ସମାଗମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ରେ ନବୀନ କାର୍ଡ ବଣ୍ଟନ ଆରମ୍ଭ : ୩୫୯୮ ଜଣ ହିତାଧିକାରୀ ପାଇଲେ ସ୍ୱାସ୍ଥ୍ୟ ବୀମା କାର୍ଡ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗରିବ ଲୋକେ କେବେ ରୋଗରେ ପଡିଲେ ଚିକିତ୍ସା ପାଇଁ ଅସୁବିଧା ର ସମୁଖୀନ ହେବାକୁ…

ଆମ ରିପୋଟରକନ୍ଧମାଳଜିଲ୍ଲା

ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ନୂଆ ଓ ଛାତ୍ର ବୃତ୍ତି ଅର୍ଥ ଅନୁଦାନ ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ରେ ନୂଆ ଓ ଛାତ୍ର ବୃତ୍ତି…

ଆମ ରିପୋଟରକଟକଜିଲ୍ଲା

ସ୍କୁଲ ଫିଟିବାରେ ବିଳମ୍ବ ଯୋଗୁଁ : ଉତ୍ତ୍ୟକ୍ତ ଗ୍ରାମବାସୀ ଫାଟକରେ ପକାଇଲେ ତାଲା !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍କୁଲ ଫିଟିବାରେ ବିଳମ୍ବ ଯୋଗୁଁ , ଉତ୍ତ୍ୟକ୍ତ ଗ୍ରାମବାସୀ ଫାଟକରେ ପକାଇଲେ ତାଲା !…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟ

ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ନରେନ୍ଦ୍ରପୁର ପଞ୍ଚାୟତରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ !…