ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ପ୍ରଚାର୍ଯ୍ୟ ଙ୍କୁ ଭେଟିଲେ କମାଣ୍ଡିଙ୍ଗ ଅଫିସର ଡିଜେ . ସିଂ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ନାଭାଲ ୟୁନିଟ ଏନ.ସି.ସି, ବ୍ରହ୍ମପୁର କମାଣ୍ଡିଙ୍ଗ ଅଫିସର କମାଣ୍ଡର ଡିଜେ. ସିଂ ଗୋଦାବରୀଶ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଲୁଗାଁ ମହାବିଦ୍ୟାଳୟ ରେ “ବନ୍ୟପ୍ରାଣୀ ଓ ପରିବେଶ ସୁରକ୍ଷାରେ ଯୁବ ପିଢ଼ିର ଭୂମିକା ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ମହାବିଦ୍ୟାଳୟ ସଭାଗୃହରେ ” ବନ୍ୟପ୍ରାଣୀ…

ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲାମୁଖ୍ୟ ଖବରରାଜ୍ୟ

ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ୟକ୍ତ ଲୋକ , ଏସ୍‌ଡିପିଓ, ତହସିଲଦାରଙ୍କୁ ଗୋଡେଇ ଗୋଡେଇ ପିଟିଲେ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବିରେ ଉତ୍ୟକ୍ତ ଲୋକ…

ଆମ ରିପୋଟରକଟକଜିଲ୍ଲା

ଓଡ଼ିଆ ସାମ୍ବାଦିକତା ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା !!!

କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ଓଡ଼ିଆ ସାମ୍ବାଦିକତା ଦିବସ ରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଶୁଭେଚ୍ଛା ଜଣାଇଲେ ସାମାଜିକ ସଂଗଠନ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ସମ୍ବାଦ ସାହିତ୍ୟ ଘର ଓ ଚିଲିକା ରିପୋର୍ଟରସ ଆସୋସିଏସନ ମିଳିତ ଆନୁକୁଲ୍ୟରେ ବୃକ୍ଷ ରୋପଣ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଆ ସାମ୍ବାଦିକତା ଦିବସ ଅବସରରେ ସମ୍ବାଦ ସାହିତ୍ୟ ଘର ଓ ଚିଲିକା ରିପୋର୍ଟରସ ଆସୋସିଏସନ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲା

ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ କାର୍ଯ୍ୟାଳୟରେ ପାଳିତ ହେଲା ଓଡ଼ିଆ ସାମ୍ବାଦିକତା ଦିବସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଓଡିଶା ଡିଜିଟାଲ ମିଡ଼ିଆ ମହାସଙ୍ଘ କାର୍ଯ୍ୟାଳୟରେ ପାଳିତ ହେଲା ଓଡ଼ିଆ ସାମ୍ବାଦିକତା ଦିବସ !…

ଆମ ରିପୋଟରଜିଲ୍ଲାନୟାଗଡ

ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ !!!

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ରୋଟାରୀ କ୍ଲବ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଯାଇଛି । କ୍ଲବ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଘମାରୀ ଶିଶୁ ମନ୍ଦିରରେ ବନମହୋତ୍ସବ !!!

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମର ସରସ୍ବତୀ ଶିଶୁମନ୍ଦିରରେ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧିଙ୍କ ପୌରହିତ୍ୟରେ…

ଆମ ରିପୋଟରଗଜପତିଜିଲ୍ଲା

ଜୋସ୍ନା ଶବରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାରୋତ୍ତୋଳନ ପ୍ରତିଯୋଗିତାର ସଫଳ ଖେଳାଳି ଭାବେ ସୁଶ୍ରୀ ଜୋସ୍ନା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଖୋଲିଲା ବାଣପୁର ମା’ଭଗବତୀଙ୍କ ଭିତର ହୁଣ୍ଡି : ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ ମନ୍ଦିରର ଉନ୍ନତି କାର୍ଯ୍ୟରେ ଲାଗିବ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ଯା ଦେବୀ ମା’ ଭଗବତୀଙ୍କ ମନ୍ଦିର ଭିତର ହୁଣ୍ଡି ଖୋଲା…