ଅପରାଧଆମ ରିପୋଟରକନ୍ଧମାଳଜିଲ୍ଲା

ଏଏନଏମ ଙ୍କୁ ଅସଦାଚରଣ ମାମଲା : ଅଭିଯୁକ୍ତକୁ ତିନିବର୍ଷ କାରାଦଣ୍ଡ ସହ ଜୋରିମାନା ଆଦେଶ !!!

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଥାନା ଶ୍ରୀରାମପୁର ଅଞ୍ଚଳର ଜୈନକ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଗୋ ମାଂସ ବୋଝେଇ କଣ୍ଟେନର ଜବତ : ଚାଳକ ଓ ହେଲପର ଅଟକ

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଗୋମାଂସ ବୋଝେଇ ଗାଡିକୁ ଜବତ କରିଛି ପୋଲିସ । ସୂଚନା ଅନୁସାରେ, ବେଗୁନିଆ ଥାନା…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ବାଣପୁର ତୁମୁରାପୁଟ ଗ୍ରାମ ଛକରେ ଗୋରୁ ଚାଲାଣ ଗାଡ଼ି ଅଟକ : ଥାନାରେ ଜିମା ଦେଲେ ଗ୍ରାମବାସୀ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ତୁମୁରାପୁଟ ଛକ ନିକଟରେ ଗୋ ଚାଲାଣ ହେଉଥିବାର…

ଅପରାଧଆମ ରିପୋଟରକଟକଜିଲ୍ଲା

ଟ୍ରକ ପଛରେ ଟ୍ରକ ଧକ୍କା ଦେବାରୁ ଦୋକାନ ଭିତରକୁ ମାଡ଼ିଗଲା ସାର ବୋଝେଇ ଟ୍ରକ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଚାନ୍ଦବାଲି ରାସ୍ତା ନିଶ୍ଚିନ୍ତକୋଇଲି ବଜାର ରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଲା ଅଘଟଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଚିଲିକା ବ୍ଲକସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକାରେ ବ୍ଲକସ୍ତରୀୟ ବିଜ୍ଞାନ ପାଠଚକ୍ର ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ…

ଅପରାଧଆମ ରିପୋଟରକଟକଜିଲ୍ଲା

ସିଡିଏ ଅଞ୍ଚଳର ୧୮୦ ଏକର ଜମି ଜାଲିଆତି ମାମଲା: ଦଳିତଙ୍କୁ କେବେ ମିଳିବ ନ୍ୟାୟ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଚର୍ଚ୍ଚାରେ ସିଡିଏ ଅଞ୍ଚଳର ୧୮୦ ଏକର ଜମି ଜାଲିଆତି ମାମଲା ! ସାଧାରଣରେ ଏବେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଜନ ପ୍ରତିନିଧିଙ୍କ ଝୁଲନ୍ତା ଶବ ଉଦ୍ଧାର : ଫେସବୁକ ରେ ଶେଷ ପୋଷ୍ଟ କୁ ନେଇ ଚର୍ଚ୍ଚା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପାରିବାରିକ କଳହ ନେଲା ଜୀବନ । ଆତ୍ମହତ୍ୟା କରିଛନ୍ତି ଜିଲ୍ଲା ପରିଷଦ ସଭ୍ୟ ।…

ଆମ ରିପୋଟରଗଜପତିଜିଲ୍ଲା

ସମସ୍ୟା ଘେରରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ…

ଅପରାଧଆମ ରିପୋଟରଜଗତସିଂହପୁରଜିଲ୍ଲା

ପାରାଦୀପରେ ଘଟିଥିବା ଗଣଦୁଷ୍କର୍ମକୁ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ନିନ୍ଦା ଓ ପ୍ରତିବାଦ !!!

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପାରାଦୀପରେ ଆଶା କର୍ମୀ ଦୁଷ୍କର୍ମ କୁ ନେଇ ପାରାଦୀପ ରାଜନୀତି ରେ ଧାଁ ଦୌଡ…