ଆମ ରିପୋଟରକଟକଜିଲ୍ଲା

ବସୁଧା ଟ୍ରଷ୍ଟ ପକ୍ଷରୁ ଗିରି ଗୋବର୍ଦ୍ଧନ ପାହାଡରେ ବୃକ୍ଷ ରୋପଣ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀରେ ବସୁଧା ଟ୍ରଷ୍ଟ ପକ୍ଷରୁ ରଗଡି ଗିରି ଗୋବର୍ଦ୍ଧନ ପାହାଡରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଲଗାଣ ବର୍ଷାରେ ବାଣପୁର ର ବିଭିନ୍ନ ଗ୍ରାମାଞ୍ଚଳ ମୁଖ୍ୟ ରାସ୍ତା ଜଳମଗ୍ନ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜଳମଗ୍ନ ହୋଇଛି ଖୋର୍ଦ୍ଧା ଜିଲ୍ଲା ବାଣପୁର…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଅବସରପ୍ରାପ୍ତ ଅଧ୍ୟାପକଙ୍କ ଘରୁ ବିଳମ୍ବିତ ରାତିରେ ଲୁଟ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ପଦନପୁର ଗ୍ରାମ ଛକରେ ଥିବା ଅବସରପ୍ରାପ୍ତ ଅଧ୍ୟାପକ…

ଆମ ରିପୋଟରକଟକଜିଲ୍ଲା

ଖବର ପ୍ରସାରଣ ପରେ ସାମାନ୍ୟ ସୁଧୁରିଲା ସ୍ଥିତି : ଚେତିଲା ବାଙ୍କୀ ପ୍ରଶାସନ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଲଗାଣ ବର୍ଷାରେ ଅବସ୍ଥା ହୋଇଥିଲା ବେହାଲ . ବାଙ୍କୀ ବ୍ଲକ କଳାପଥର ପଞ୍ଚାୟତ ଲେମ୍ବେରୀ…

ଆମ ରିପୋଟରଜିଲ୍ଲାନୟାଗଡମୁଖ୍ୟ ଖବରରାଜନୀତିରାଜ୍ୟ

ନୟାଗଡ ଜିଲ୍ଲାରେ ଓଡ଼ିଶାର ଏକନାଥ ସିନ୍ଧେ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ିଶାରେ ହେବ କି ମହାରାଷ୍ଟ୍ର ସ୍ଥିତି ? କିଏ ହେବେ ଓଡ଼ିଶାର ଏକନାଥ ସିନ୍ଧେ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲା

ଆକ୍ସନ ମୁଡ଼ରେ ଟାଙ୍ଗୀ ପୋଲିସ : ଗିରଫ ହେଲେ ମଦ ବ୍ୟବସାୟୀ !!!

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆକ୍ସନ ମୁଡ଼ରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ , ପୁଣି ଗିରଫ ହେଲେ ତିନି…

ଆମ ରିପୋଟରଗଜପତିଜିଲ୍ଲା

5 T ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶିବିର !!!

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାଜ୍ୟ ସରକାରଙ୍କ 5 T ଅନ୍ତର୍ଗତ ଗଜପତି ଜିଲ୍ଲାର ଚତୁର୍ଥ ପର୍ଯ୍ୟାୟରେ ୩ ଟି…

ଆମ ରିପୋଟରକଟକଜିଲ୍ଲା

ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଲେମ୍ବେରି ଅଧିବାସୀ !!!

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଲେମ୍ବେରୀ ଅଧିବାସୀ , ଏହାର ପ୍ରଭାବାରେ କୃଷ୍ଣପଲ୍ଲୀ ଗ୍ରାମ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲା

ସ୍ୱାବଲମ୍ବୀ ମହିଳା ଗୋଷ୍ଠୀ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ନରସିଂହପୁର ପଞ୍ଚାୟତର ତିଲଙ୍ଗ ଗ୍ରାମରେ ଥିବା ମା…