ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ଅମଳେନ୍ଦୁ ବେହୁରାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ନେଇ ସୁକିନ୍ଦା ରାଜନୀତି ଚଳଚଞ୍ଚଳ ।

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବିଗତ ଦିନରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ରାଜନୀତିରେ ହଟଚମକ ସୃଷ୍ଟି କରିଥିବା ଅମଳେନ୍ଦୁ ବେହୁରା…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ମେଧା ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ମିଳିବ ଆର୍ଥିକ ପ୍ରୋତ୍ସାହନ !!!

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଓଡ଼ଗାଁ ବ୍ଲକ କୁରାଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦଣ୍ଡୋର ଠାରେ ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିଲା ନବ ନିର୍ମାଣ କୃଷକ ସଙ୍ଗଠନ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଗୌଡ଼ପଟଣା ଗ୍ରାମରେ ନବ ନିର୍ମାଣ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ବଜ୍ରପାତରେ ଟଳି ପଡିଲେ ବୃଦ୍ଧ !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଭୁଷକାପଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା ଘଟିଯାଇଛି…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ସାହିତ୍ୟାନୁଷ୍ଠାନ ପକ୍ଷରୁ ଚାରାରୋପଣ !!!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ପ୍ରାଥମିକ ବିଦ୍ୟାଳୟ ସଂଲଗ୍ନ ଶ୍ମଶାନ ପଡ଼ିଆରେ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସାହିତ୍ୟ ଆସର ।

ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁର ଲେଖକ ସାମ୍ମୁଖ୍ୟ ର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର ଙ୍କ ସଭାପତିତ୍ୱରେ…

ଆମ ରିପୋଟରଜିଲ୍ଲାଢେଙ୍କାନାଳରାଜ୍ୟ

ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ସ୍ୱାଧୀନତା ଦିବସ ପାଳିତ !!!

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ସ୍ୱାଧୀନତା ଦିବସ ପାଳିତ . ଢେଙ୍କାନାଳ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ବାଣପୁର ବିଜେଡି କାର୍ଯ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ !!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବିଜେଡି କାର୍ଯ୍ୟାଳୟରେ ୭୫ ତମ ସ୍ୱାଧୀନତା ଦିବସ ପାଳିତ । ଖୋର୍ଦ୍ଧା ଜିଲ୍ଲା…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ତ୍ରିଶୁଳିଆ ବଜାରରେ ପତାକା ଉତ୍ତୋଳନ କଲେ ବିଜେପି ନେତା ଅଜୟ ମୁଦୁଲି !!!

ବାରଙ୍ଗ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ଦେଶରେ ସ୍ୱାଧୀନତାର ୭୫ ତମ ସମାରୋହକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ତ୍ରିରଙ୍ଗା ଉଡ଼ାଇଲେ ଅଖୁଣ୍ଡ ସାହି ନୌଜବାନ କମିଟି ସଦସ୍ୟ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ସୟଦପୁରା ପଞ୍ଚାୟତ ଅଖୁଣ୍ଡ ସାହି . ପ୍ରତିବର୍ଷ ପରି…