ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଡମପଡା ମଣ୍ତଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଭାରତୀୟ ଜନତା ପାର୍ଟି ଡମପଡା ମଣ୍ତଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଜାତମୁଣ୍ତିଆ ଗୋଦାମ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଆନ୍ଦୋଳନ ସ୍ଥଳରେ ତ୍ରିରଙ୍ଗା ଉଡ଼ାଇଲେ ବାଙ୍କୀ କଂଗ୍ରେସ କର୍ମୀ !!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସମଗ୍ର ଦେଶ ପାଳୁଛି ସ୍ୱାଧୀନତାର ୭୫ ତମ ସମାରୋହ . ବାଙ୍କୀ ରେ ଧାରଣାରତ…

ଆମ ରିପୋଟରଜିଲ୍ଲାଦେଶବିଦେଶମୁଖ୍ୟ ଖବରଯାଜପୁରରାଜ୍ୟ

ସାପ କାମୁଡ଼ିଦେଲା ବୋଲି , ତାକୁ କାମୁଡି କାମୁଡି ମାରିଦେଲେ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବେଳେବେଳେ ଏମିତି କିଛି ଘଟଣା ଘଟେ , ଯାହା ଶୁଣିଲେ କାନକୁ ବିଶ୍ୱାସ ହୁଏ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଆବାସ ଯୋଜନାରୁ ବଞ୍ଚିତ ଚିଲିକା ବଉଳାବନ୍ଧ ପଞ୍ଚାୟତର ୨୨ ପରିବାର !!!

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆବାସ ଯୋଜନାରୁ ବଞ୍ଚିତ ଚିଲିକା ବଉଳାବନ୍ଧ ପଞ୍ଚାୟତ . ଦୀର୍ଘ ଦିନ ଧରି ଚାଳ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜାରେ ବହୁବିଧ ସେବାକାର୍ଯ୍ୟ ।

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶ…

ଆମ ରିପୋଟରଜିଲ୍ଲାରାଜ୍ୟ

ବାବା ଖଣ୍ଡତେଶ୍ୱର ମହାଦେବଙ୍କ ମନ୍ଦିରରେ ନୂତନ ନାଗ ବିଗ୍ରହ ପ୍ରତିଷ୍ଠା

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳର ବହୁ ପୂରାତନ ଶୈବପୀଠ ବାବା ଖଣ୍ଡତେଶ୍ୱର ମହାଦେବଙ୍କ ମନ୍ଦିରରେ ନୂତନ ନାଗ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

କର୍ତ୍ତୁପକ୍ଷଙ୍କ ତ୍ରୁଟି କାରଣରୁ ପରୀକ୍ଷା ଦେବାରୁ ଛାତ୍ର ବଞ୍ଚିତ : ପ୍ରଶାସନକୁ କଲେ ଗୁହାରୀ !!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହାବିଦ୍ୟାଳୟ ର କର୍ମକର୍ତ୍ତା ଙ୍କ ଖାମଖିଆଲି ମନୋଭାବ ଯୋଗୁ ପରୀକ୍ଷା ଦେବାରୁ ବଞ୍ଚିତ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ଜଙ୍କିଆ ଥାନା ପକ୍ଷରୁ ଜୁଆ ଆଡା ରେ ଚଢ଼ାଉ : ୫ ଗିରଫ – ୨୦ ବାଇକ ଜବତ !!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜଙ୍କିଆ ଥାନା ପକ୍ଷରୁ ଜୁଆ ଆଡା ରେ ଚଢ଼ାଉ . ୫ଗିରଫ ୨୦ ବାଇକ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଷ୍ଟାଡିଅମ ନାମକରଣକୁ ନେଇ ବାଙ୍କୀ ରେ ରାଜନୈତିକ ଛକାପଞ୍ଚା ଆରମ୍ଭ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଇଣ୍ଡୋର ଷ୍ଟାଡିୟମ ନିର୍ମାଣ ନେଇ ଘୋଷଣା ପରେ ଏବେ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ମଧୁସୂଦନ ସେତୁ ରେ ଆଲୋକୀକରଣ ବ୍ୟବସ୍ଥା ପାଇଁ ଦାବୀପତ୍ର ପ୍ରଦାନ !!!

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ସେତୁ ନିର୍ମାଣକୁ ବିତିଗଲାଣି ଦୀର୍ଘ ଦିନ . ହେଲେ ଏବେ ଯାଏଁ ହୋଇପାରୁନି ଆଲୋକୀକରଣ…