ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ମନରେଗା ମହାଦୁର୍ନୀତି ଅଧ୍ୟାୟରେ ‘ଅ ‘ ‘ଆ ‘ ଯୋଡି !!!

ବାଙ୍କୀ / ଡମପଡା ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଦିନ ଗଡୁଛି , ଅଡୁଆ ବଢୁଛି . ଡମପଡା ବ୍ଲକ ଅନ୍ତର୍ଗତ…

ଅନୁଗୁଳଆମ ରିପୋଟରଜିଲ୍ଲାରାଜନୀତିରାଜ୍ୟ

କଣିହାଁ ରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ରେ ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ . କଣିହାଁ ବ୍ଲକ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜ୍ୟ

ତୀବ୍ର ହେବାରେ ଲାଗିଛି ଖରସ୍ରୋତା ନଦୀ ମେଘା ପାନୀୟ ଜଳ ପ୍ରକଳ୍ପ ବିବାଦ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ରାଜ୍ୟ ସରକାର ଭଦ୍ରକ ଜିଲ୍ଲାବାସୀଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବାକୁ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ଡମପଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଫାଟକ ଆଗରେ କଂଗ୍ରେସ ର ଆନ୍ଦୋଳନ !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଡମପଡା ବ୍ଲକ କାର୍ଯ୍ୟାଳୟ ଗେଟ ଆଗରେ ଗର୍ଜନ କରୁଛନ୍ତି ବାଙ୍କୀ କଂଗ୍ରେସ ର କାର୍ଯ୍ୟକର୍ତ୍ତା…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟ

ଗଠିତ ହେଲା ବେଗୁନିଆ ମିଡିଆ ହାଉସ !!!!

ବେଗୁନିଆ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ଏକ ବୈଠକ ଆୟୋଜିତ ହେବା…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାନୟାଗଡରାଜ୍ୟ

ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ !!!

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ରାଜ୍ୟର ସର୍ବ ପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ହେଲେ…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ପ୍ରାପ୍ୟ ପାଉନାହାନ୍ତି ନିର୍ମଳ ଯୋଜନାରେ ନିୟୋଜିତ କର୍ମଚାରୀ !!!

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଭେଟିଲେ ଯୁବ କଂଗ୍ରେସ ର ପ୍ରତିନିଧି ଦଳ କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ମହାମାରୀ କରୋନା…

Breaking newsଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟ

ବାଙ୍କୀ ଡବଲ ମର୍ଡର ଘଟଣା : ୧୮ ମାସ ପରେ ମୁଖ୍ୟ ଅଭିଯୁକ୍ତ ଗିରଫ !!!

ଚନ୍ଦକା ଅଞ୍ଚଳରେ ଲୁଚି ରହିଥିଲା ଅଭିଯୁକ୍ତ ପାଣ୍ଡବ ପ୍ରଧାନ ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ୧୮ ମାସ ଧରି ପୁଲିସ…

ଅପରାଧଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ନାଚୁଣୀ ଫାଣ୍ଡି ପୋଲିସ ଓ ଅବକାରୀ ବିଭାଗ ର ମିଳିତ ଚଢ଼ାଉ : ତିନି ଗିରଫ !!

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ବଉଳାବନ୍ଧ, ନଈରୀ ଏବଂ ସାନ ନଈରୀ ଗ୍ରାମରେ…