ଆମ ରିପୋଟରକଟକଖୋର୍ଦ୍ଧାଦେଶବିଦେଶରାଜ୍ୟ

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ଓଡ଼ିଆ ମାଟିର ପୁଅ ସତ୍ୟ ସୂତାର !!!

ଭୁବନେଶ୍ବର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ସୁକିନ୍ଦା ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଗଡିଲା ଟ୍ରେନ ଇଞ୍ଜିନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା – ଅନୁଗୁଳ ରେଳପଥ ରେ ଆଜି ପ୍ରଥମ ଥର ପାଇଁ ଟ୍ରେନ ଇଞ୍ଜିନ…

ଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜ୍ୟ

ଜମି ଘୋଟଲା ରେ ବାଙ୍କୀ ତହସିଲଦାର ଙ୍କ ବଦଳି : ଖୋଲିବ କେଳେଙ୍କାରୀ ଗୁମର !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଟକ ଜିଲ୍ଲାର ବାଙ୍କୀ ତହସିଲ କାର୍ଯ୍ୟାଳୟରେ ବହୁ ସରକାରୀ ଜମି, ଜଙ୍ଗଲ ଜମି ରେ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଭିନ୍ନ କିନ୍ତୁ ଯଥାର୍ଥ ଦାବୀ ନେଇ ଧାରଣା ଦେଉଥିବା ପ୍ରଦ୍ୟୁମ୍ନଙ୍କୁ କିଏ ଦେବ ନ୍ୟାୟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅପହରଣ ଘଟଣା କୁ ନେଇ ଲୋୟର ପିଏମଜି ରେ ଧାରଣା ! ତେବେ ଏହା…

ଆମ ରିପୋଟରକଟକଜିଲ୍ଲାଯାଜପୁରରାଜ୍ୟ

ଚିନ୍ମୟ ଦାଶଙ୍କୁ ଅନରାରି ଡକ୍ଟରେଟ ସହ ମ୍ୟାନ୍ ଅଫ୍ ଦି ଇୟର ଆୱାର୍ଡ଼ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନର ପ୍ରତିଷ୍ଠାତା…

ଆମ ରିପୋଟରକଟକଜିଲ୍ଲାଦେଶବିଦେଶମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଉ !!!

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଭାରତର ମୁକ୍ତି ସଂଗ୍ରାମର ମହାନ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଦେଶର ସର୍ବୋଚ୍ଚ…

ଆମ ରିପୋଟରଜିଲ୍ଲାନୟାଗଡରାଜନୀତିରାଜ୍ୟ

ଭାପୁର ରେ ବିଜେଡିର ବିଶାଳ ସମାବେଶ !!!

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

ଆମ ରିପୋଟରଖୋର୍ଦ୍ଧାଜିଲ୍ଲାରାଜ୍ୟ

ହକି ବିଶ୍ୱକପ ଯୋଗୁଁ ଆୟୁଷ ଡାକ୍ତରଙ୍କ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ହକି ବିଶ୍ୱକପ ଯୋଗୁଁ ଆୟୁଷ ଡାକ୍ତରଙ୍କ ପ୍ରସ୍ତାବିତ ଆନ୍ଦୋଳନ ସ୍ଥଗିତ ! ପୁଣି ଜାନୁଆରୀ…

ଆମ ରିପୋଟରକେନ୍ଦ୍ରାପଡ଼ାଜିଲ୍ଲାରାଜନୀତିରାଜ୍ୟ

ଚାନ୍ଦୋଳ ବଜାର ଠାରେ ବିଜୁ ଜନତା ଦଳ ପକ୍ଷରୁ ୨୬ ତମ ପ୍ରତିଷ୍ଠା ଦିବସ ପାଳିତ !!!

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାନ୍ଦୋଳ ବଜ଼ାର ଠାରେ ବିଜୁ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

୩ କୋଟିରୁ ଅଧିକ ଟଙ୍କା ର ପ୍ରକଳ୍ପ ଶିଳାନ୍ୟାସ କଲେ ପ୍ରତାପ ଜେନା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଲୁଣା ଚିତ୍ରୋତ୍ପଳା ଦ୍ଵିପାଞ୍ଚଳରେ ୩ କୋଟିରୁ ଅଧିକ ଟଙ୍କାର ଦୁଇଟି ପ୍ରକଳ୍ପ ର ଶିଳାନ୍ୟାସ…