Breaking newsଆମ ରିପୋଟରଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ଚିତ୍ରକଳା ମାଧ୍ୟମରେ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଲେ ଶିଶୁ ଚିତ୍ରକର ସୌମ୍ୟରଞ୍ଜନ !!!

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜର ଚିତ୍ରକଳା ମାଧ୍ୟମରେ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଲେ ବାଲୁଗାଁ ଆଙ୍କୁଲା…

ଆମ ରିପୋଟରଦେଶବିଦେଶମୁଖ୍ୟ ଖବରରାଜ୍ୟ

ଇପିଏଫ ପେନସନ ବୃଦ୍ଧି ଦାବୀରେ ସଂସଦ ଭବନ ଗାନ୍ଧୀ ମୂର୍ତ୍ତୀ ତଳେ ବାମ ଦଳ ସାଂସଦଙ୍କ ବିକ୍ଷୋଭ !!!

ନୂଆଦିଲ୍ଲୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କୁ ସର୍ବନିମ୍ନ ମାସିକ ୯୦୦୦ ଟଙ୍କା ପେନସନ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟ

ଜୟୀରାମପୁର ପଞ୍ଚାୟତ ରେ ବିଜେଡିରେ ସାମିଲ ହେଲେ ୫୦୦ ରୁ ଅଧିକ କର୍ମୀ !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜୟୀରାମପୁର ପଞ୍ଚାୟତ ରେ ବ୍ଲକ ବିଜେଡି ପକ୍ଷରୁ…

ଆମ ରିପୋଟରକଟକଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଓୟୁଜେ କଟକ ଜିଲ୍ଲା ସଭାପତି ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା !!!

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଓୟୁଜେ କଟକ ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ମହାନ୍ତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ କ୍ୟାନ୍ସର ରୋଗୀଙ୍କୁ ସହାୟତା !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟସ୍ମାର୍ଟ ସିଟି

ଆଉ ନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ରାଜ୍ୟ ସ୍ତବ୍ଧ , ସାମନାକୁ ଆସିଲା ଦୁଃଖଦ ଖବର । ସ୍ୱାସ୍ଥ୍ୟମନ୍ତ୍ରୀ ନବ…

ଆମ ରିପୋଟରଜିଲ୍ଲାରାଜନୀତିରାଜ୍ୟ

ପରିବେଶ ସୁରକ୍ଷା ପାଇଁ ବନାନୀ ପକ୍ଷରୁ ବିଶ୍ୱ ଯୋଡ଼ କାର୍ଯ୍ୟକ୍ରମର ଶୁଭାରମ୍ଭ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ୍ ଅନ୍ତର୍ଗତ ବାବଲପୁରସ୍ଥିତ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ…

ଆମ ରିପୋଟରକଟକଜିଲ୍ଲାରାଜନୀତିରାଜ୍ୟସ୍ମାର୍ଟ ସିଟି

ଖୁବ ଶୀଘ୍ର ବଦଳିବ ବାଙ୍କୀ ରାଜନୀତିର ଦୃଶ୍ୟପଟ୍ଟ : ନେତା ପୁରୁଣା – ହେଲେ ଚିହ୍ନ ନୂଆ !!!

ବାଙ୍କୀ // ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଅନନ୍ତ ରଣା // ନିରଞ୍ଜନ ସାହୁ : ରାଜନୀତିରେ ଦଳ ବଦଳ ନୂଆ କଥା ନୁହେଁ…

ଆମ ରିପୋଟରକୋରାପୁଟଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ସାଧାରଣତନ୍ତ୍ର ଦିବସରେ ପବ୍ଲିକ ରାଇଟ ଆସୋସିଏସନ ତରଫରୁ ସେବାକାର୍ଯ୍ୟ !!!

କୋରାପୁଟ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସାଧାରଣତନ୍ତ୍ର ଦିବସରେ ପବ୍ଲିକ ରାଇଟ ଆସୋସିଏସନ ତରଫରୁ ସେବାକାର୍ଯ୍ୟ ! ସଂଗଠନର କୋରାପୁଟ ବ୍ଲକ…

ଅପରାଧଆମ ରିପୋଟରକଟକଜିଲ୍ଲାରାଜ୍ୟ

ଜୁଏଲାରୀ ଦୋକାନ ସଟର ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନାଗହଣା !!!

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଜୁଏଲାରୀ ଦୋକାନ ସଟର ତାଡି ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନାଗହଣା !…