ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ନିଆରା ଢଙ୍ଗରେ ବାର୍ଷିକ ଉତ୍ସବ ପାଳନ କଲା ସାମାଜିକ ସଂଗଠନ । ନିସ୍ୱାର୍ଥ ସେବା ଓଡିଶା ଚାରିଟେବୁଲ ଟ୍ରଷ୍ଟ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ସମାଜମଙ୍ଗଳ ହୁଣ୍ଡିରେ ଦାନ କରି ଗୋଟେ ନୂଆ ହୁଣ୍ଡି ସ୍ଥାପନା କଲା ନିସ୍ୱାର୍ଥ ସେବା…

ଆମ ରିପୋଟରଜଗତସିଂହପୁରଜିଲ୍ଲାରାଜ୍ୟ

ଜଗତସିଂହପୁର ସ୍ୱାମୀ ଵିବେକାନନ୍ଦ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ୧ ଲକ୍ଷ ୨୫ ହଜାର ଟଙ୍କା ଅନୁଦାନ !!!

ମୋ #କଲେଜ୍ #ଅଭିଯାନ ମାଧ୍ୟମରେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଙ୍କ ଚେଷ୍ଟାରେ ମିଳିଲା ଅନୁଦାନ ରାଶି ଜଗତସିଂହପୁର…

ଆମ ରିପୋଟରକଟକଜିଲ୍ଲାରାଜ୍ୟ

ସଫେଇ କର୍ମଚାରୀଙ୍କୁ ଦରମା ଦେଉନି , ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିବା ବାଙ୍କୀ ଏନଏସି !!!

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଛି ବାଙ୍କୀ ଏନଏସି . ହେଲେ ସଫେଇ କର୍ମଚାରୀଙ୍କୁ ଦେଉନି…

ଆମ ରିପୋଟରଜିଲ୍ଲାନୟାଗଡରାଜ୍ୟ

ପୌର ନିର୍ବାହୀ ଅଧିକାରୀଙ୍କ ନିଦ ଭାଙ୍ଗିଲା : ଶୌଚାଳୟ ତାଲା ଖୋଲିଲା !!!

ନୟାଗଡ ( ଆୱାଜ ମିଡିଆ ) – କିଶୋର ମହାପାତ୍ର : ଖବର ର ପ୍ରଭାବ । ଖବର ପ୍ରସାରିତ ହେବାର କିଛି ଘଣ୍ଟା ପରେ ପଦକ୍ଷେପ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଆଗାମୀ ପଞ୍ଚାୟତ ନିର୍ବାଚନରେ ହିନ୍ଦୁତ୍ୱ କୁ ମୁଖ୍ୟ ପ୍ରସଙ୍ଗ କରିବ ହିନ୍ଦୁ ମହାସଭା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶ୍ରୀ ବ୍ରତଧରି ଜେୟର ସ୍ୱାମୀ…

ଆମ ରିପୋଟରଜିଲ୍ଲାଯାଜପୁରରାଜ୍ୟ

କିଡ୍ନୀ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଲେ ଚିନ୍ମୟ ଫାଉଣ୍ଡେସନ ଓ ଡ଼ଲଫିନ ଡ୍ୟାନ୍ସ ଗ୍ରୁପର ସାମାଜିକ କର୍ମୀ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଅର୍ଥ ସାଜିଛି ଚିକିତ୍ସାରେ ବାଧକ । ଅସହାୟତାର ବୋଝକୁ ବହି ବହି ଚାଲୁଥିବା ଦୁସ୍ଥ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାମୁଖ୍ୟ ଖବରରାଜ୍ୟସ୍ମାର୍ଟ ସିଟି

ପୁଣି ଫେରିଲା ନାଇଟ କର୍ଫ୍ୟୁ !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କରୋନା ସଂକ୍ରମଣର ସମ୍ଭାବ୍ୟ ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ଜାରି…

ଅପରାଧଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ଗୋଚାଲାଣ କୁ ରୋକିଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା !!!

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଖୋର୍ଦ୍ଧା ରୁ କଲିକଲା ଗୋଚାଲଣ ହେଉଥିବା ବେଳେ ଭୁବନେଶ୍ୱର ସିଜୁଆ ଓଭର ବ୍ରିଜ ପାଖରେ…

ଆମ ରିପୋଟରକଟକଖୋର୍ଦ୍ଧାଜିଲ୍ଲାରାଜ୍ୟସ୍ମାର୍ଟ ସିଟି

ରୋଟାରୀ ଗ୍ରୁପ ତରଫରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଗଣା କୃତିମ ଅଙ୍ଗ ପ୍ରଦାନ ଶିବିର !!!

!!! LN-4 ପ୍ରୋଜେକ୍ଟ ସହାୟ – ଭିନ୍ନକ୍ଷମ ହେବେ ସକ୍ଷମ !!! ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିବ୍ୟାଙ୍ଗ ମାନଙ୍କ…

Breaking newsଆମ ରିପୋଟରକଟକଜିଲ୍ଲାମୁଖ୍ୟ ଖବରରାଜନୀତିରାଜ୍ୟ

ପ୍ରଭାତ ତ୍ରିପାଠୀ କ୍ଷମା ନମାଗିଲେ – ବାଙ୍କୀ ରାଜରାସ୍ତାରେ ନିଆଁ ଜଳିବ !!!

ଚେତାବନୀ ଦେଲା ମହିଳା ମହାସଂଘ : ବାଙ୍କୀ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀର ପୂର୍ବତନ…